Thursday , June 1 2023
Breaking News
Home / ବିଶେଷ / କମିଶନରେଟ ପୁଲିସର ବିନା ଅନୁମତିରେ ବାର ମାଲିକ ବାଉଁସର ରଖି ପାରିବେ ନାହିଁ

କମିଶନରେଟ ପୁଲିସର ବିନା ଅନୁମତିରେ ବାର ମାଲିକ ବାଉଁସର ରଖି ପାରିବେ ନାହିଁ

ଭୁବନେଶ୍ୱର,୦୫/୦୯/୨୦୨୨(ଓଡ଼ିଶା ସମାଚାର)- କମିଶନରେଟ ପୁଲିସର ବିନା ଅନୁମତିରେ ରହିପାରିବେନି ବାଉଁଶର। PSARA ଆକ୍ଟ ଅନୁଯାୟୀ, ବାର ମାଲିକ ସିକ୍ୟୁରିଟି ରଖିପାରିବେ। ବାଉଁସର ରଖିବା ପାଇଁ ନିକଟସ୍ଥ ଥାନାରେ ଲିଖିତ ଭାବେ ଜଣାଇବାକୁ ପଡିବ। ୨ ମାସ ପର୍ୟ୍ୟନ୍ତ ବାର ମାନଙ୍କରେ ଏହି ନିୟମ ଲାଗୁହେବ। ସେପ୍ଟେମ୍ବର ୭ରୁ ନଭେମ୍ବର ୫ପର୍ୟ୍ୟନ୍ତ ଏହି ନିୟମ ଲାଗୁ ହେବ। ନିୟମ ଭାଙ୍ଗିଲେ ବାର ବିରୁଦ୍ଧରେ କଡା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।ଓଡ଼ିଶା ସମାଚାର

Leave a Reply

Your email address will not be published.