Thursday , June 8 2023
Breaking News
Home / ବିଶେଷ / ସ୍ପେଶାଲ ଓଜେଇଇ ଆଜିଠାରୁ ଆରମ୍ଭ

ସ୍ପେଶାଲ ଓଜେଇଇ ଆଜିଠାରୁ ଆରମ୍ଭ

ଭୁବନେଶ୍ୱର,୦୩/୦୯/୨୦୨୨(ଓଡ଼ିଶା ସମାଚାର)- ଆଜିଠାରୁ ଆରମ୍ଭ ହେବ ସ୍ପେଶାଲ ଓଜେଇଇ ଚଳିତ ଥର ମୋଟ ୨୮ ହଜାର ୬୦୦ ପରିକ୍ଷାର୍ଥୀ ଦେବେ ସ୍ପେଶାଲ ଓଜେଇଇ ରାଜ୍ୟର ୨୮ଟି ସହରରେ ୩୮ଟି ପରୀକ୍ଷା କେନ୍ଦ୍ର ହୋଇଛି ଏଥିସହ କୋଲକାତା, ରାଞ୍ଚି ଏବଂ ପାଟନାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଥିବା ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି

ତେବେ ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ସରିବ ୪ଟି ସିଫ୍ଟରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ବିଟେକ୍‍, ବିଫାର୍ମା, ଏମବିଏ, ଲାଟେରାଲ୍ ଏଣ୍ଟ୍ରି ଟୁ ବିଟେକ୍ , ଏମସିଏ, ଏମ୍ ଟେକ୍ , ଆର୍କିଟେକ୍‍, ଏମ୍ ଫାର୍ମା ପାଠ୍ୟକ୍ରମରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ପରୀକ୍ଷାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଓଜେଇଇ େୱବସାଇଟରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାର ବ୍ୟବସ୍ଥା ହୋଇଛି। ଆଜି, ଆସନ୍ତାକାଲି ଏବଂ ତାରିଖ ଦିନ ଚାଲିବ ଓଜେଇଇ ପରୀକ୍ଷା ଓଡ଼ିଶା ସମାଚାର

Leave a Reply

Your email address will not be published.