Monday , June 5 2023
Breaking News
Home / ବିଶେଷ / ଦୁଇ ଅଗ୍ରଣୀ ସାମାଜିକ ସଂଗଠନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ

ଦୁଇ ଅଗ୍ରଣୀ ସାମାଜିକ ସଂଗଠନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ

 କଟକ, ୦ ୩ /୦୯/୨୦୨୨ (ଓଡ଼ିଶା ସମାଚାର) : ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ  ବିଷ୍ଣୁପ୍ରିୟା ଚ୍ୟାରିଟେବଲ ଟ୍ରଷ୍ଟ ,ଓଡ଼ିଶା (ବିସିଟି) ଏବଂ ବନ୍ଧୁତ୍ୱ ଚ୍ୟାରିଟେବୁଲ ଟ୍ରଷ୍ଟର ମିଳିତ ସହଯୋଗରେ ପୁରୀ ଜିଲ୍ଲାର  କଣାସ ବ୍ଲକର ତ୍ରିଲୋଚନପୁର ଏବଂ ସିରେଇ ପଞ୍ଚାୟତର ଚଂପଦା, କଣ୍ଠାପଦ, ତ୍ରିପରି ଓ ହଲଦିପଦ ଆଦି ଗାଁରେ ୨୫୦ ଲୋକଙ୍କୁ ଏବଂ ପିପିଲିର  ପୋଡ଼ାଗୁଣା ଗାଁରେ ୫୦ ରୁ ଉର୍ଦ୍ଧ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହିକର୍ଯ୍ୟକୁ ବିସିଟି ଅବାହାକ ସମାଜସେବୀ ଇଂ.ବିମଳ ଦାସ,ବିଶ୍ଵ ମିଶ୍ର,ସୁରଜିତ ବିଶ୍ୱାଳ ,ପୂପୂଲ୍ ପ୍ରୀୟଞ୍ଜନା, ପ୍ରତାପ ଭାଇ, ଦେବାଶିଷ ଭାଇ, ମଣିଷ ଆଚାର୍ଯ୍ୟ, ଏସ୍ କେ ଅଜିଜ, ରମେଶ ଦାସ, ହେମନ୍ତ ଦାସ, ସତ୍ରୁଜିତ ପାଣି, ସୁବ୍ରତ ବାରିକ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.