ନିରାକାରପୁର, ୦୨ /୦୯/୨୦୨୨(ଓଡ଼ିଶା ସମାଚାର)- ଆଜି ଉଚ୍ଚଶିକ୍ଷା ବିଭାଗ ଚିଠି ନ ୩୬୫୮୪/ ୦୨.୦୯.୨୨ ଦ୍ଵାରା ଏକ ବଦଳି ଆଦେଶ ସନ୍ଧ୍ୟାରେ ପ୍ରକାଶ ପାଇଥିବା ଜଣାପଡିଛି। ଏହି ଆଦେଶ ଅନୁଯାୟୀ ନିରାକାରପୁର କଲେଜ ଅଧ୍ୟକ୍ଷ ତଥା ପଦାର୍ଥ ବିଜ୍ଞାନ ରିଡର୍ ରଞ୍ଜିତ ତ୍ରିପାଠୀ ଙ୍କୁ ନୀଳମାଧବ କଲେଜ କଣ୍ଟିଲୋ କୁ ବଦଳି କରାଯାଇଥିବାବେଳେ ସେହିପରି କୁହୁଡି କଲେଜ ରୁ ନିରାକାରପୁର କଲେଜକୁ ଇତିହାସ ବିଭାଗ ରିଡର୍ ସଞ୍ଜୟ କୁମାର ମହାପାତ୍ରଙ୍କୁ ବଦଳି କରାଯାଇଥିବା ଜଣାପଡିଛି। ଓଡ଼ିଶା ସମାଚାର