Sunday , May 28 2023
Breaking News
Home / ବିଶେଷ / ଚନ୍ଦ୍ର ଶେଖର କ୍ଲବ ଟାଇଁକଣା ପକ୍ଷରୁ ପବିତ୍ର ଗଣେଶ ପୂଜା ପାଳିତ

ଚନ୍ଦ୍ର ଶେଖର କ୍ଲବ ଟାଇଁକଣା ପକ୍ଷରୁ ପବିତ୍ର ଗଣେଶ ପୂଜା ପାଳିତ

କଟକ, ୦୨/୦୯/୨୦୨୨ (ଓଡ଼ିଶା ସମାଚାର) : କଟକ ସଦର ୪୨ ମୌଜା ଟାଇଁକଣା ସ୍ଥିତ ଚନ୍ଦ୍ର ଶେଖର କ୍ଲବ ପକ୍ଷରୁ ପବିତ୍ର ଗଣେଶ ପୂଜା ଉତ୍ସବ ପାଳିତ ହୋଇଯାଇଛି । ଏହି ପୂଜା କର୍ମରେ ସତ୍ୟଜିତ ପତି, ସ୍ବପ୍ନଜିତ୍ ପତି,ରାହୁଳ ଗିରି,ସୁରଜ୍ ପରିଡ଼ା, ରଞ୍ଜିତ ପରିଡ଼ା,ବିଭୂତି ପରିଡ଼ା,ସମୀର ବିହାରୀ,ନୀତିଶ ବିହାରୀ,ସାଗର ବିହାରୀ,ଧରଣୀ ବିହାରୀ,ରୁଦ୍ର ବିହାରୀ,ଦେବାଶିଷ ପରିଡ଼ା, ଶୁଭାଶିଷ ମହାନ୍ତି,ଶ୍ରୀମନ୍ତ ପରିଡ଼ା,ରାଜୁ ପତି,ନିକୁଞ୍ଜ ଭୋଇ, ସୁସିଲ ଭୋଇ,ବଟ ଭୋଇ, ଆଲୋକ ସାସମଲ,ସଞ୍ଜୟ ସାମଲ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.