କେନ୍ଦ୍ରାପଡ଼ା,୦୨/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ଜନ୍ମଦିନ ଅବସରରେ ତାଙ୍କ କାର୍ଯ୍ୟାଳୟ ପରିସରରେ ପୌରାଧ୍ୟକ୍ଷା ସରିତା ସାହୁ ସାକ୍ଷାତ କରି ପୁଷ୍ପଗୁଛ ପ୍ରଦାନ କରି ଶୁଭେଛା ଜଣାଇବା ସହ ଶ୍ରୀ ବଳଙ୍କ ଦୀର୍ଗ ନିରାମୟ ଜୀବନର କାମନା କରିଥିଲେ । ଏଥିସହିତ କେନ୍ଦ୍ରାପଡା ପୌର ପରିଷଦର ବିଭିନ୍ନ ୱାର୍ଡର କାଉନସିଲରମାନଙ୍କ ସମେତ ପୌର କର୍ମଚାରୀମାନେ ମଧ୍ୟ ଶ୍ରୀ ବଳଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଶୁଭେଛା ଜଣାଇଥିଲେ । ଏହାବ୍ୟତିତ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତାମାନେ ମଧ୍ୟ ପୁଷ୍ପଗଛ ପ୍ରଦାନ କରି ଶ୍ରୀ ବଳଙ୍କୁ ଜନ୍ମଦିନର ଶୁଭେଛା ଜଣାଇଥିଲେ । ଓଡ଼ିଶା ସମାଚାର