Monday , June 5 2023
Breaking News
Home / ବିଶେଷ / ନଦୀବନ୍ଧ କଡ଼ରେ ପଡିରହିଛି ନବଜାତ ଶିଶୁ ର ମୃତ ଦେହ

ନଦୀବନ୍ଧ କଡ଼ରେ ପଡିରହିଛି ନବଜାତ ଶିଶୁ ର ମୃତ ଦେହ

ନିଶ୍ଚିନ୍ତକୋଇଲି,୦୧/୦୯/୨୦୨୨(ଓଡିଶା ସମାଚାର /ଅଭୟ ଜେନା )-ନିଶ୍ଚିନ୍ତକୋଇଲି ବ୍ଲକ ତଥା ନେମାଳ ଥାନା ଅନ୍ତର୍ଗତ କଳମିଶ୍ରି ପଞ୍ଚାୟତର  ଲେଣ୍ଡୁରା ଭଗବାନପୁର ଗ୍ରାମର ଚିତ୍ରୋତ୍ପଳା ନଦୀବନ୍ଧ କଡରେ ଏକ ନବଜାତ ଶିଶୁର ମୃତ ଦେହ ପଡିରହିଥିବାରୁ ଏହାକୁ ଦେଖିବାକୁ ଜନଗହଳି ଲାଗିଛି।ଏହି ନବଜାତ ଶିଶୁଦେହରେ ଅନ୍ତନାଡି ଲାଗିରହିଥିବା ଦେଖିବାକୁ ମିଳୁଛି।ଶିଶୁଟିକୁ ଦେଖି ସମ୍ପୃକ୍ତ ଅଞ୍ଚଳ ରେ ନାନାକଥା ଚର୍ଚ୍ଚା ହେଉଛି।ଜନ୍ମ ପରେ କେହି ନିଜର ଅବୈଧ ସନ୍ତାନ କୁ ଏଠାରେ ଫିଙ୍ଗି ଦେଇ ଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.