କିଶନନଗର,୩୧/୦୮/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା କିଶନନଗର ଥାନା ସୋମପୁର ଅନ୍ତର୍ଗତ ତେଲଦିଆ ଗ୍ରାମର ରମେଶ ଚନ୍ଦ୍ର ସେଠୀ (୭୫)ଙ୍କର ପତ୍ତା ମିଳୁନାହିଁ । ସେ ଗତ ୨୨ତାରିଖ ସକାଳ ୯ଟା ରେ ଏକ ପୁରୁଣା ସାଇକେଲ ଚଢି କେଉଁ ଆଡେ ଯାଇ ଆଉ ଫେରି ନାହାନ୍ତି । ଗତ ୨୨ତାରିଖ ରୁ ପରିବାର ଲୋକ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ନମିଳିବାରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ତାଙ୍କ ସମ୍ପର୍କରେ ସନ୍ଧାନ ମିଳିଲେ ନିକଟସ୍ଥ ଥାନା କିମ୍ବା ମୋବାଇଲ ନ. ୯୯୩୭୨୬୩୦୮୪/୭୭୮୮୯୪୩୪୭୮ରେ ଯୋଗାଯୋଗ କରିବାକୁ ତାଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଛି । ଓଡ଼ିଶା ସମାଚାର