କଟକ ସଦର,୩୦/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଵ୍ଲକର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶନ୍ନ କୁମାର ମଲ୍ଲ ଆଜି (ମଙ୍ଗଳବାର) ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଵ୍ଲକର ସଭା ଗୃହରେ ଵିଡିଓ ରାଜୀଵ ଲୋଚନ ପରିଡାଙ୍କ ପୈ।ରୋହିତ୍ୟରେ ଆୟୋଜିତ ଵିଦାୟ କାଳୀନ ସମ୍ବର୍ଧନା ସଭାରେ ଵ୍ଲକର ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇ ଶ୍ରୀ ମଲ୍ଲଙ୍କର କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ। ଭାବାବେଗ ପରିଵେଶ ମଧ୍ୟରେ ଅନୁଷ୍ଠିତ ଏହି ସଭାରେ ବକ୍ତାମାନେ ତାଙ୍କର ଅଵସର ଜୀବନ ଭଲରେ ଭଲରେ କଟୁ ଵୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଓଡ଼ିଶା ସମାଚାର