Wednesday , September 28 2022
Breaking News
Home / ବିଶେଷ / ହୀରାକୁଦ ଜଳ ଭଣ୍ଡାରର ୧୬ ଟି ଗେଟ୍ ଖୋଲା

ହୀରାକୁଦ ଜଳ ଭଣ୍ଡାରର ୧୬ ଟି ଗେଟ୍ ଖୋଲା

ସମ୍ବଲପୁର,୨୦/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୪ ଟି ବନ୍ଦ ହେଲା । ଆଜି ସକାଳ ସୁଦ୍ଧା ୨୦ ଟି ଗେଟ ଖୋଲାଥିଲା । ସକାଳ ୯ ଟା ବେଳେ ହିରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୧ ଫୁଟ ତଳକୁ ଖସିଛି । ବର୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର ୬୨୧.୭୧ ଫୁଟ ରହିଛି । ବର୍ତମାନ ଆଉ ୪ ଟି ଗେଟ ବନ୍ଦ କରାଯିବା ପରେ ଏବେ ୧୬ ଟି ଗେଟ ଖୋଲା ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.