Wednesday , September 28 2022
Breaking News
Home / ରାଜନୀତି / ବିଜୁ ଯୁବ ଜନତା ଦଳର ନୂତନ ରାଜ୍ୟ କାର୍ୟ୍ୟକର୍ତ୍ତା ଓ ଜିଲ୍ଲା ସଭାପତିଙ୍କ ତାଲିକା ଘୋଷଣା

ବିଜୁ ଯୁବ ଜନତା ଦଳର ନୂତନ ରାଜ୍ୟ କାର୍ୟ୍ୟକର୍ତ୍ତା ଓ ଜିଲ୍ଲା ସଭାପତିଙ୍କ ତାଲିକା ଘୋଷଣା

ଭୁବନେଶ୍ୱର, ୨୦/୦୮/୨୦୨୨(ଓଡ଼ିଶା ସମାଚାର)- ବିଜୁ ଜନତା ଦଳରେ ନୂଆ ନିଯୁକ୍ତି । ବିଜୁ ଯୁବ ଜନତା ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ପୂର୍ବର ସମସ୍ତ ଆଦେଶକୁ ରଦ୍ଦ କରି ବିଜୁ ଜନତା ଦଳ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ନୂତନ ରାଜ୍ୟ କାର୍ୟ୍ୟାଳୟ ଅଧିକାରୀ ଏବଂ ଜିଲ୍ଲା ସଭାପତିଙ୍କ ତାଲିକା ନିମ୍ନମତେ ଘୋଷଣା କରିଛନ୍ତି। ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ବୈକୁଣ୍ଠ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ଧ୍ରୁତି ରଞ୍ଜନ ମାର୍ଥାଙ୍କୁ କାର୍ୟ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ ଏଲିନା ଦାଶଙ୍କୁ ମହାସଚିବ ଦାୟିତ୍ୱ  ଦେଇଛି ଦଳ ।  ସେହିଭଳି ବରିଷ୍ଠ ଉପ ସଭାପତି ଭାବେ ଜ୍ୟୋତ୍ସ୍ନାମୟୀ ପରିଡ଼ା, ଡ. ସୁବାସ ଚନ୍ଦ୍ର ନାୟକ ଓ ମଣ୍ଟୁ ନାୟକଙ୍କୁ ନିଯୁକ୍ତି ମିଳିଛି ।

ଜୋନ୍ ସଭାପତି ଭାବେ ଭୁବନେଶ୍ୱର ଜୋନ୍ ପାଇଁ ବିଜୟ କେତନ ସାହୁ, କଟକ ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମ ନଚିକେତା ସ୍ୱାଇଁ, ବଲାଙ୍ଗୀର ମଣିନ୍ଦ୍ର ମହାନ୍ତି, ସମ୍ୱଲପୁର ଦେବାଶିଷ ପରିଡ଼ା, କୋରାପୁଟ ତାପସ ତ୍ରିପାଠୀ, ବାଲେଶ୍ୱର ଜୟରାମ  ଦାସଙ୍କୁ ନିଯୁକ୍ତି ମିଳିଛି ।

ସେହିଭଳି ଛବି ମହାଲି, ସୋଫିଆ ଆଲାମ, ସୁନୀଲ କୁମାର ମହାନ୍ତି, ସୌମ୍ୟ ଶଙ୍କର ଚକ୍ର, ସୁଭାଶିଷ ଖୁଣ୍ଟିଆ, ସୁନୀଲ ପଣ୍ଡା, ତାରିଣୀ ପ୍ରସାଦ ନାୟକ, ଶୁଭ୍ରଜିତ ପାଢ଼ୀ, ସୁଜିତ ପ୍ରସାଦ ଦ୍ବିବେଦୀ, ସମ୍ବିତ କୁମାର ନାୟକ, ଦିଲୀପ ସେନାପତି, ମାନଭଞ୍ଜନ ବେହେରା, ମିହିର ରଞ୍ଜନ ପରିଡ଼ା ଙ୍କ ସମେତ ମୋଟ ୧୩ ଜଣଙ୍କୁ ଉପ ସଭାପତି ନିଯୁକ୍ତି ଦିଆଯାଇଛି ।

 ସେହିପରି ଅମିତ ଅଗ୍ରୱାଲା, ବିଷ୍ଣୁପ୍ରସାଦ ଡେଙ୍ଗ, ପାଣିକଲ୍ୟାଣ ମହାନ୍ତି, କନିଷ୍କ ଜେନା, ମଧୁସ୍ମିତା ପରିଡ଼ା, ମଧୁସ୍ମିତା ନାୟକ, ଅପର୍ଣ୍ଣ। ଦାସ, ଲଗ୍ନଦୀପା ମିଶ୍ର, ସୋନାଲି ପ୍ରିୟଦର୍ଶିନୀ, ମହେକ୍ଷିତା ମିଶ୍ର, ମଳୟ ରଞ୍ଜନ ପତି, ଆଶିଷ ରଞ୍ଜନ ମିଶ୍ର, ଅବିନାଶ କୁମାର ପ୍ରଧାନ, ରଶ୍ମିରଞ୍ଜନ ଦାସ, ବାସୁଦେବ ସାହା, ବିଭୂତି ପୁହାଣ, ଅଫ୍ତାବ ଆଲାମ୍ ଖାନ୍, ହୀରାଲାଲ ବେହେରା, ମନୋଜ ମହାନ୍ତି, ଶିବବ୍ରତ ଚମ୍ପତିରାୟ, ଅଭୟକାନ୍ତ ହରିହର ଖାଡ଼ଙ୍ଗା, ପାର୍ଥସାରଥୀ ମୁଦୁଲି, ଗଣେଶ ମହାପାତ୍ର, ଜଗଜ୍ଜ୍ୟୋତି ପଟ୍ଟନାୟକ, ଅମିତ ମହାରଣା, ରମେଶ ନାରାୟଣ ପ୍ରହରାଜ, ସତୀଶ ବିଷି, ଅଞ୍ଜନ ବେଜ, ତ୍ରିଲୋଚନ ତରାଇ, ପ୍ରଦୀପ୍ତ ଭୂୟାଁ, ତାପସ ପାଣିଗ୍ରାହୀ, ସୁବାସ ସ୍ୱାଇଁ, ଅଂଶୁମାନ ରଶ୍ମିସାଗର ସେଠୀ, ଦୀପକ ଜେନା, ପ୍ରିନ୍ସ ରାକେଶ ନାୟକ, ପ୍ରମୋଦ କୁମାର ପଣ୍ଡା, ଆଶିଷ କୁମାର ସାହୁ, ଅମରେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବାଶିଷ ମଲ୍ଲିକ (ଜାପାନୀ), କୁମାର ଜଗତ ବଲ୍ଲଭ ମହାପାତ୍ର, ସତ୍ୟବ୍ରତ ମହାନ୍ତି, ପିଲାକ୍ସି କୁମାର ସ୍ୱାଇଁ, ଅନୱର ଅଲ୍ଲୀ, ଚିତ୍ତରଞ୍ଜନ ଦାସ, ପୃଥ୍ବୀରାଜ ପଣ୍ଡା, ସତ୍ୟଜିତ ପଟ୍ଟନାୟ ଙ୍କ ସମେତ ମୋଟ ୪୬ଜଣଙ୍କୁ ସାଧାରଣ ସମ୍ପାଦକ  ନିଯୁକ୍ତି ଦିଆଯାଇଛି ।

ରାଜଲକ୍ଷ୍ମୀ ବେହେରା, ସବ୍ ନମ୍ ବେଗମ୍, ଶିବାନୀ ସାହୁ, ଆଦ୍ୟପ୍ରାଣ ସୁବୁଦ୍ଧି, ଷ୍ଟାଲିନ୍ ପରିଜା, ଦୀପକ ସାହୁ, ସୌମ୍ୟରଞ୍ଜନ ତ୍ରିପାଠୀ, ଜଗମୋହନ ବଳିୟାରସିଂହ, କମଳାକାନ୍ତ ନାୟକ, ଅମରେନ୍ଦ୍ର ବାସା, ସମ୍ପତ କୁମାର ମହାନ୍ତି, ଇମ୍ରାନ୍ ଖାନ୍, ଅଜିତ ଯୋଶୀ, ମୁକୁନ୍ଦ ଗୌଡ଼, ଦେବୀପ୍ରସାଦ ପଟ୍ଟନାୟକ, ମାନସ ମଲ୍ଲିକ, ସୁଦୀପ୍ତ କିଶୋର ସାମଲ, ରାଜୀବ କୁମାର ଜେନା, ସତ୍ୟନାରାୟଣ ଦାସ, ଅମ୍ବିକା ପ୍ରସାଦ ମହାନ୍ତି, ଦେବୀପ୍ରସାଦ ମହାନ୍ତି, ରୁଦ୍ରନାଥ ଦତ୍ତ, ଆଲୋକ ବେହେରା, ମିହିର ଦାସ, ଜ୍ୟୋତି ପ୍ରକାଶ ସାହୁ, ଝସକେତନ ପାଢ଼ୀ, ମନୋଜ ମହାପାତ୍ର, ମନୋରଞ୍ଜନ ମହାପାତ୍ର, ଶୁଭ୍ରକାନ୍ତ ମହାପାତ୍ର, ଅଶୋକ ମିଶ୍ର, ପୂର୍ଣ୍ଣେନ୍ଦୁ ପୂଜାପଣ୍ଡା, ଗଣେଶ ମିଶ୍ର, ଅମରଜିତ ଗୌଡ଼, ଧର୍ମରାଜ ମରେଇ, ନୀଳମାଧବ ମହାନ୍ତି, ଲୋହିତ କୁମାର ମହାନ୍ତି, ରବି ରାଜେଶ କୁମାର, ଶକ୍ତି ତ୍ରିପାଠୀ, ପ୍ରକାଶ ପାଶୱାନ୍, ହରିଶ ନାୟକ, ଦୀପକ କୁମାର ସାମନ୍ତରାୟ, ସୟଦ ଫିଜରୁଦ୍ଦିନ୍, ଦେବସ୍ମିତା ପାଢ଼ୀ, ରାଜଶ୍ରୀ ସ୍ୱାଇଁ, ମିତାଲି ପ୍ରିୟଦର୍ଶିନୀ ପ୍ରଧାନ, ଏସ୍.କେ. ଅମିର୍ ମହମ୍ମଦ, ଚିନ୍ମୟ ପ୍ରଧାନ, ଶୋଭାଙ୍ଗୀ ସାହୁ, ନିଲମ କୁମାର ସ୍ୱାଇଁ, ମହମ୍ମଦ ସୟିଦ୍, ମୁକେଶ ପରୋହିତ, ସାମୁଏଲ ନାୟକ, ବିଶ୍ବଜିତ ଦାସ, ଅମରଜ୍ୟୋତି ପଟ୍ଟନାୟକ, ଶତାବ୍ଦୀ ପଲ୍ଲେଇ, ଦୀପ୍ତିମୟୀ ପତି, ମୋନାଲିସା ସାହୁ, ବିକାଶଶ୍ରେଷ୍ଠ, ନଳିନୀକାନ୍ତ ଦେବଦର୍ଶୀ, ଚିତ୍ତରଞ୍ଜନ ଦାସ, ସତ୍ୟଜିତ ଲେଙ୍କା, ଅଞ୍ଜନ କୁମାର ପାତ୍ର, ଜ୍ୟୋତିର୍ମୟ ଦାସ ଙ୍କ ସମେତ ମୋଟ ୬୩ ଜଣଙ୍କୁ ସମ୍ପାଦକ ନିଯୁକ୍ତି ଦିଆଯାଇଛି ।

 ଚନ୍ଦ୍ରକାନ୍ତ ପ୍ରଧାନ, ସୌମ୍ୟସାର୍ଥକ ରାୟ, ରଜନୀକାନ୍ତ ମହନ୍ତ, ଅମର କନ୍ୱର୍, ଦେବୀପ୍ରସାଦ ଦାସ, ଚିନ୍ମୟ ସାହୁ, ଅଜୟ ଅମାତ, ଦୀପ୍ତିରଞ୍ଜନ ଜେନା, ଦୀପକ କୁମାର ମହାପାତ୍ର, ନିର୍ମଳ ବିକାଶ ମହାପାତ୍ର, ଅମରେଶ ରାଜ, ଦୀନବନ୍ଧୁ ନାୟକ, ରବି ପଟ୍ଟନାୟକ, ରାଜେଶ ଭୂୟାଁ, କିଶୋର ବେହେରା, ସୃଷ୍ଟିମିଶ୍ର, ସର୍ମିଷ୍ଠା ମଲ୍ଲିକ, ଫାତ୍ମା ଖାତୁନ୍, ପ୍ୟାରୀମୋହନ ଜେନା, ମନୋଜ ମହାନ୍ତି, ରଞ୍ଜିତ ରାଉତ, ଆଶିଷ ରଞ୍ଜନ ଚୌଧୁରୀ, ଅର୍ଜୁନ ପଣ୍ଡା ଙ୍କ ସମେତ ମୋଟ ୨୩ ଜଣଙ୍କୁ ଯୁଗ୍ମ ସମ୍ପାଦକ ନିଯୁକ୍ତି ଦିଆଯାଇଛି ।

ଯାଜପୁର: ପ୍ରତାପ ମହାନ୍ତି, ସୋନପୁର: ଅଶୋକ ନନ୍ଦ, କଳାହାଣ୍ଡି: ଆଦିତ୍ୟନନ୍ଦ, କୋରାପୁଟ: ଲଲାଟ ରଞ୍ଜନ ସେଠୀ, ସୁନ୍ଦରଗଡ଼: ଦେବେନ୍ଦ୍ର ପ୍ରସାଦ ମାଝୀ, ଝାରସୁଗୁଡ଼ା: ପ୍ରଶାନ୍ତ କୁମାର ଜେନା, ଗଜପତି: ଏସ୍.ଲିଙ୍ଗାରାଜୁ, ଭଦ୍ରକ: ମୁକୁନ୍ଦଦେବ ସାମଲ, ମାଲକାନଗିରି: ଆଦ୍ମା ରାବୱା, ଦେଓଗଡ଼: ପ୍ରତାପ କୁମାର ଦେବ, ଢେଙ୍କାନାଳ: ଧର୍ମାନନ୍ଦ ପରିଡ଼ା, ଅନୁଗୋଳ: ଦିନେଶ ପ୍ରଧାନ, ଖୋର୍ଦ୍ଧା: ରାଜେଶ ପରିଡ଼ା, ବୌଦ୍ଧ: ମୃତ୍ୟୁଞ୍ଜନ ମିଶ୍ର, ବଲାଙ୍ଗୀର: ରାଜେନ୍ଦ୍ର ପ୍ରସାଦ ହୋତା, ନୂଆପଡ଼ା: ହରିଶଚନ୍ଦ୍ର ପଣ୍ଡା, କେନ୍ଦୁଝର: ରାକେଶ ରାମ, ପୁରୀ: ନାରାୟଣ ସ୍ୱାଇଁ, ନୟାଗଡ଼: ରମେଶ ଚନ୍ଦ୍ର ସ୍ୱାଇଁ, ବରଗଡ଼: ପ୍ରଦ୍ୟୁମ୍ନ ତ୍ରିପାଠୀ, ସମ୍ବଲପୁର: ଲକ୍ଷ୍ମୀ ପ୍ରସାଦ ମହାପାତ୍ର, କନ୍ଧମାଳ: ବିଷ୍ଣୁ ଚରଣ ମଲ୍ଲିକ, ରାୟଗଡ଼ା: ଦେବାଶିଷ ଖାଡ଼ଙ୍ଗା, ନବରଙ୍ଗପୁର: ଶିବାନନ୍ଦ ବିଷୋଇ,ଗଞ୍ଜାମ:ଭବାନୀକାନ୍ତ ସାହୁ, କେନ୍ଦ୍ରାପଡ଼ା: ରାଜେଶ ଦାସ, ବାଲେଶ୍ବର: ତାପସ କୁମାର ପରିଡ଼ା, ଜଗତ୍ସିଂହପୁର: ସୌମ୍ୟଜିତ ମହାପାତ୍ର, କଟକ: ସ୍ମୃତିରଞ୍ଜନ ନାୟକ, ସିଦ୍ଧାର୍ଥ ରାୟ (କାର୍ୟ୍ୟକାରୀ ସଭାପତି), ମୟୂରଭଞ୍ଜନ-୧: ଅରୁଣ ବରାଡ଼, ମୟୂରଭଞ୍ଜ-୨: ଅଭିଷେକ ପଟ୍ଟନାୟକ, ଭୁବନେଶ୍ବର: ସମରେଶ ବେଉରା, କଟକ ସିଟି: ସୌମ୍ୟଦୀପ  ଘୋଷ, ୱାଲିଦ୍ ରଫିକ୍ ପଟେଲ (କାର୍ୟ୍ୟକାରୀ ସଭାପତି), ବ୍ରହ୍ମପୁର ସିଟି: ଅଜିତ କୁମାର ପଣ୍ଡା, ରାଉରକେଲା: ଅବିନାଶ ସୁମନ ବାଗ ଙ୍କ ସମେତ ମୋଟ ୩୫ ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତି  ନିଯୁକ୍ତି ଦିଆଯାଇଛି ।ଓଡ଼ିଶା ସମାଚାର

Leave a Reply

Your email address will not be published.