Wednesday , September 28 2022
Breaking News
Home / ତାଜା ଖବର / ପ୍ରହରାଜପୁର ନମାଜ ପଡିଆ ହତ୍ୟାକାଣ୍ଡ ର ପର୍ଦାଫାସ: ମାଷ୍ଟର ମାଇଣ୍ଡି ଗିରଫ ସହିତ ତାହାର କିଛି ସହଯୋଗୀ ଅଟକ

ପ୍ରହରାଜପୁର ନମାଜ ପଡିଆ ହତ୍ୟାକାଣ୍ଡ ର ପର୍ଦାଫାସ: ମାଷ୍ଟର ମାଇଣ୍ଡି ଗିରଫ ସହିତ ତାହାର କିଛି ସହଯୋଗୀ ଅଟକ

ସାଲେପୁର, ୧୯/୦୮/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା)- କଟକସଦର ବ୍ଲକ ଅନ୍ତର୍ଗତ କିଶନନଗର ଥାନା ଅଧିନସ୍ତ ପ୍ରହରାଜପୁର ଗ୍ରାମପଞ୍ଚାୟତ ର ନମାଜ ପଡିଆ ଠାରେ ଅଟୋ ଡ୍ରାଇଭର ଅବଦୁଲ କାଦର (୪୨) ଙ୍କୁ ତାଲିବାନୀ ଷ୍ଟାଇଲରେ ବେକ କାଟି ହତ୍ୟାକରି ଏକ ଖୋଲା ସ୍ଥାନରେ ପକାଇ ଦିଆ ଯାଇଥିଲା।ଆଠ ଦିନ ପରେ କିଶନନଗର ଥାନା ପୋଲିସ ଏହି ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ସଚିନ କୁ ଗିରଫ କରିବା ସହିତ ଘଟଣା ସ୍ଥଳକୁ ଆଣି ସିନ ରିକ୍ରିଏସନ୍ କରି ଏକ ପରିତ୍ୟକ୍ତ ପୋଖରୀ ରୁ ମୃତ ଅବଦୁଲ ର ଲୁଙ୍ଗି ଗଞ୍ଜି ସହିତ ଯେଉଁ ଥିରେ ସେ ହତ୍ୟାକାଣ୍ଡ କରିଥିଲା ସେ ଧାରୁଆ ଅସ୍ତ୍ର କୁ ଜବତ କରିବା ସହ ତାହାର କିଛି ସହଯୋଗୀ ଙ୍କୁ ଅଟକ ରଖି ପଚରାଉଚରା  କରୁଛି ।ଓଡିଶା ସମାଚାର

Leave a Reply

Your email address will not be published.