Thursday , September 29 2022
Home / ବିଶେଷ / ଗରାଶୁଣୀ ଯୁଵ କ୍ରିଡ଼ା ଓ ସାଂସ୍କୃତିକ ପରିଷଦ ପକ୍ଷରୁ ଅମୃତ ମହୋତ୍ସବ ପାଳନ ଅଵସରରେ ପୂଜ୍ୟପୂଜା ସମ୍ମାନ

ଗରାଶୁଣୀ ଯୁଵ କ୍ରିଡ଼ା ଓ ସାଂସ୍କୃତିକ ପରିଷଦ ପକ୍ଷରୁ ଅମୃତ ମହୋତ୍ସବ ପାଳନ ଅଵସରରେ ପୂଜ୍ୟପୂଜା ସମ୍ମାନ

କଟକ ସଦର, ୧୬/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ଅନ୍ତର୍ଗତ ଗରାଶୁଣୀ ଯୁଵ କ୍ରିଡ଼ା ଓ ସାଂସ୍କୃତିକ ପରିଷଦ ପକ୍ଷରୁ ସ୍ୱାଧୀନତାର ୭୫ ଵର୍ଷ ପୂର୍ତ୍ତି ଓ ଅମୃତ ମହୋତ୍ସବ ପାଳନ ଅଵସରେ ଏକ ନିଆରା ପୂଜ୍ୟପୂଜା ସମ୍ମାନ କାର୍ଯ୍ୟକ୍ରମ କରାଇ ଉଦାହରଣ ସୃଷ୍ଟି କରିଛନ୍ତି। ହୁଲିପୁର ଓ ଓଡ଼ପଡ଼ାର ଶତାଧିକ ବୟସ୍କ ବ୍ୟକ୍ତିବିଶେଷଙ୍କ ସହିତ ଅଞ୍ଚଳର ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରି ଏକ ପରମ୍ପରା ଦେଖାଇଛନ୍ତି। ସେଥିରେ ଆୟୋଜକମାନେ ଚାରା ରୋପଣ ମଧ୍ୟ କରିଥିବା ଜଣାପଡିଛି।ପରିଷଦର ଏତାଦୃଶ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଉଥିବା ବେଳେ ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରା ଉଦ୍ୟୋକ୍ତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.