Thursday , September 29 2022
Home / ତାଜା ଖବର / Breaking News : ଲୁଣା ନଦୀ ବରପଡା ସେତୁ ଉପରୁ ବଢିଲା ନଈ କୁ ଡେଇଁ ପଡିଲା ଯୁବତୀ

Breaking News : ଲୁଣା ନଦୀ ବରପଡା ସେତୁ ଉପରୁ ବଢିଲା ନଈ କୁ ଡେଇଁ ପଡିଲା ଯୁବତୀ

 ନିଶ୍ଚିନ୍ତକୋଇଲି,୧୫/୦୮/୨୦୨୨ (ଓଡିଶା ସମାଚାର /ଅଭୟ ଜେନା ) – ଲୁଣା ନଦୀ ର ବରପଡା ବ୍ରିଜ଼ ଉପରୁ ଅପରାହ୍ନ ରେ ଜଣେ ପ୍ରାୟ ୧୮ବର୍ଷ ବୟସ ର ସ୍ଥାନୀୟ ଯୁବତୀ ବ୍ରିଜ ଉପରୁ ଉଛୁଳା ନଦୀ ଗର୍ଭକୁ ଡେଇଁ ପଡିଵା ଦେଖିବାକୁ ପାଇଛନ୍ତି । ଏ ନେଇ ସ୍ଥାନୀୟ ଅଞ୍ଚଳ ରେ ଚହଳ ସୃଷ୍ଟି ହୋଇଥିବା ପ୍ରାପ୍ତ ସୂଚନା ରୁ ଜଣାପଡିଛି  ।  ତେବେ ସମ୍ପୃକ୍ତ ଝିଅ ଘର ବରପଡା ବୋଲି ଜଣାପଡିଛି | ଯୁବତୀ କୁ ଉଦ୍ଧାର ପାଇଁ ଦମକଳ ବାହିନୀ କୁ ଖବର ଦିଆଯାଇଛି  । ଓଡିଶା ସମାଚାର

Leave a Reply

Your email address will not be published.