Thursday , September 29 2022
Home / ତାଜା ଖବର / ହୀରାକୁଦ ଜଳ ଭଣ୍ଡାର ର ୩୦ ଟି ଗେଟ୍ ଖୋଲା

ହୀରାକୁଦ ଜଳ ଭଣ୍ଡାର ର ୩୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୨ ଟି ଗେଟ ଖୋଲିଲା । ମୋଟ ୩୦ ଟି ଗେଟ୍ ଖୋଲା । ବର୍ତମାନ ୩୦ ଟି ଗେଟ ଦେଇ ବନ୍ୟା ଜଳ ନିସ୍କାସିତ ହେଉଛି । ବାମ ପାଶ୍ୱର୍ର ୨୨ ଟି ଓ ଡ଼ାହାଣ ପାଶ୍ୱର୍ର ୮ ଟି ଏହିପରି ମୋଟ ୩୦ ଟି ଗେଟ ଖୋଲାଯାଇଛି । ଜଳଭଣ୍ଡାରକୁ ୪ ଲକ୍ଷ ୬୬ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମାନ ପରିମାଣର ଜଳ ନିଷ୍କାସିତ ହେଉଛି । ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ । ଜଳ ଭଣ୍ଡାରର ଜଳସ୍ତର ୬୧୭ ଦଶମିକ ୦୨ ଫୁଟ ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.