Thursday , September 29 2022
Home / ତାଜା ଖବର / ତାଜା ଖବର : ହୀରାକୁଦ ଜଳ ଭଣ୍ଡାର ର ୩୪ ଟି ଗେଟ୍ ଖୋଲା

ତାଜା ଖବର : ହୀରାକୁଦ ଜଳ ଭଣ୍ଡାର ର ୩୪ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୪ ଟି ଗେଟ ଖୋଲିଲା । ବର୍ତମାନ ମୋଟ ୩୦ ଟି ଗେଟ୍ ଖୋଲା ରହିଛି । ବର୍ତମାନ ୩୪ ଟି ଗେଟ ଦେଇ ବନ୍ୟା ଜଳ ନିସ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ୁଥିବାରୁ ଆଉ ୪ ଟି ଗେଟ୍ ଖୋଲାଯାଇଛି । ୮ ଟି ଜିଲାପାଇଁ ୬ ଜଣ ଇଂଜିନିଅର ଙ୍କୁ ଦାୟ୍ରିତ୍ୱ ଦିଆଯାଇଛି । ଆସନ୍ତା କାଲି ଶନିବାର ୧୪ ତାରିଖ ଅପରାହ୍ନ ସୁଦ୍ଧା ସମ୍ପୃକ୍ତ ଯନ୍ତ୍ରୀମାନେ ଗ୍ରାଉଣ୍ଡ ଲେଭେଲ ରେ ରହି ସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.