Thursday , September 29 2022
Home / ପର୍ଯ୍ୟଟନ ଓ ସଂସ୍କୃତି / ଅଗଷ୍ଟ ୧୫ ତାରିଖ ସୋମବାର ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ

ଅଗଷ୍ଟ ୧୫ ତାରିଖ ସୋମବାର ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ

ଭୁବନେଶ୍ୱର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସୋମବାର ନନ୍ଦନକାନନ ଖୋଲା ରହିବ । ପର୍ଯ୍ୟଟକ ମାନଙ୍କ ପାଇଁ ସୋମବାର ଦିନ ନନ୍ଦନକାନନ ଖୋଲା ରହିବ । ଏହାପରେ ୧୬ ତାରିଖ ମଙ୍ଗଳବାର ନନ୍ଦନକାନନ ବନ୍ଦ ରହିବ ବୋଲି ନନ୍ଦନକାନନ ର ଉପ ନିର୍ଦ୍ଧେଶକ ସଂଜିତ କୁମାର ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.