Wednesday , September 28 2022
Breaking News
Home / ବିଶେଷ / ହୀରାକୁଦ ଜଳଭଣ୍ଡାରର ୨୦ ଟି ଗେଟ୍ ଖୋଲା

ହୀରାକୁଦ ଜଳଭଣ୍ଡାରର ୨୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୬ ଟି ଗେଟ୍ ଖୋଲାଯାଇଛି। ଆଜି ସକାଳେ ୪ଟି ଗେଟ ଖୋଲିଥିଲା । ପୁଣି ୬ ଟି ଗେଟ ଖୋଲିଛି। ଗୁରୁବାର ଦିନ ପର୍ୟ୍ୟାୟକ୍ରମେ ୧୦ଟି ଗେଟ୍ ଖୋଲାଯାଇଥିଲା। ଆଜି ପୁଣି ୧୦ ଟି ଗେଟ ଖୋଲିବା ପରେ ମୋଟ୍ ୨୦ ଟି ଗେଟ୍ ଦେଇ ବନ୍ୟାଜଳ ନିସ୍କାସିତ ହେଉଛି । ଏହି ସମୟରେ ଜଳଭଣ୍ଡାରକୁ ୪,୨୧,୫୮୯ କ୍ୟୁସେକ ଜଳପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୨,୫୪,୧୪୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି।  ଓଡ଼ିଶା ସମାଚାର

 

Leave a Reply

Your email address will not be published.