Thursday , September 29 2022
Home / ଶିକ୍ଷା / ଯୁକ୍ତ ୨ କଳାରେ ଚମେଳି ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୮୩ ପ୍ରତିଶତ ପରୀକ୍ଷା ଫଳ

ଯୁକ୍ତ ୨ କଳାରେ ଚମେଳି ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୮୩ ପ୍ରତିଶତ ପରୀକ୍ଷା ଫଳ

ଜୁନାଗଡ଼ ,୧୧/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- ଜୁନାଗଡ଼ ସ୍ଥାନୀୟ ଚମେଳିଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚଳିତ ବର୍ଷ ଯୁକ୍ତ ୨ କଳା ପରୀକ୍ଷା ଫଳ ୮୩ ପ୍ରତିଶତ ହେଇଛି ।ଏହି ମହାବିଦ୍ୟାଳୟ ରେ ମୋଟ ୧୧୪ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୯୪ ଜଣ ପାସ କରିଛନ୍ତି । ପ୍ରଥମ ଶ୍ରେଣୀ ରେ ୪ ଜଣ, ଦ୍ବିତୀୟ ଶ୍ରେଣୀ ରେ ୧୩ ଜଣ ଓ ତୃତୀୟ ଶ୍ରେଣୀ ରେ ୭୭ ଜଣ କୃତକାର୍ୟ୍ୟ ହୋଇଛନ୍ତିତ । ଚଳିତ ବର୍ଷ ପ୍ରମିତା ନାଏକ ଟପର ହୋଇ ୬୦୦ ରୁ ୪୮୯ ମାର୍କ ପାଇଛନ୍ତି । ସେହିପରି ସସ୍ମିରେଖା ଭାଟି ୬୦୦ ରୁ ୪୪୪, ଉନିତା ଭୋଇ ୬୦୦ ରୁ ୩୮୧, କଳ୍ପନା ଲହଜଳ ୬୦୦ ରୁ ୩୬୭। ଏହି ସମସ୍ତ କୃତି ଛାତ୍ରୀଙ୍କୁ କଲେଜ ଅଧ୍ୟକ୍ଷ୍ୟା ପ୍ରତିଷ୍ଠାତା ଓ ଅଭିଭାବକ ଶୁଭେଛା ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.