Wednesday , September 28 2022
Breaking News
Home / ବିଶେଷ / ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ନେସନ୍ ପୋଲ୍: ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ନଂ ୧ ସିଏମ୍, ପ୍ରଧାନମନ୍ତ୍ରୀଙ୍କ ପାଇଁ ମୋଦୀ ପ୍ରଥମ ପସନ୍ଦ

ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ନେସନ୍ ପୋଲ୍: ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ନଂ ୧ ସିଏମ୍, ପ୍ରଧାନମନ୍ତ୍ରୀଙ୍କ ପାଇଁ ମୋଦୀ ପ୍ରଥମ ପସନ୍ଦ

ଭୁବନେଶ୍ୱର,୧୧/୦୮/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଘରୋଇ ରାଜ୍ୟରେ ନମ୍ବର ୧ ସିଏମ୍ ହୋଇଛନ୍ତି। ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ନେସନ୍ ଅନୁଯାୟୀ, ନବୀନ ପଟ୍ଟନାୟକ ୭୮% ଲୋକପ୍ରିୟତା ସହ ନିଜ ରାଜ୍ୟ (ଓଡିଶା) ରେ ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବରେ କାର୍ୟ୍ୟ ଜାରି ରଖିଛନ୍ତି। ଉକ୍ତ  ସର୍ଭେ   ଅନୁଯାୟୀ, ହିମନ୍ତ ବିଶ୍ୱ ସର୍ମା ଆସାମର ପରବର୍ତ୍ତୀ ଲୋକପ୍ରିୟ ସିଏମ ନିଜ ରାଜ୍ୟରେ ୬୩% ଲୋକପ୍ରିୟତା ସହିତ ତାମିଲନାଡୁର ଏମ.କେ ଷ୍ଟାଲିନ ୬୧% ଲୋକପ୍ରିୟ ହୋଇଥିଲେ। ସେହିଭଳି ଯଦି ବର୍ତ୍ତମାନ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ୫୩% ଦେଶବାସୀ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ସର୍ବୋତ୍ତମ ଉପଯୁକ୍ତ ହୋଇଥିବାବେଳେ ମାତ୍ର ୯% କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରୁଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.