Thursday , September 29 2022
Home / ତାଜା ଖବର / ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧା ଆହତ

ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧା ଆହତ

ନିରାକାରପୁର, ୧୦/୦୮/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ବନଖଣ୍ଡ ଟାଙ୍ଗୀ ରେଂଜ ଜଙ୍କିଆ ନୁଆ ଗାଁରେ ଗୋଠଛଡା ଦନ୍ତାହାତୀ କିଛି ଦିନ ହେଲା ଆତଙ୍କ ଚଳାଇଛି । ଆଜି ଉକ୍ତ ଗ୍ରାମର ବୃଦ୍ଧା ଲବଣୀ ଗୁମାନସିଂହ (୭୦) ବାଡ଼ିପଟକୁ ଝାଡା ଯାଇଥିବାବେଳେ ହାତୀ ଆକ୍ରମଣ କରିଥିଲା। ଆକ୍ରମଣରେ ବୃଦ୍ଧ ଜଣକ ଆହତ ହୋଇ ଚିକିତ୍ସତ ହେଉଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.