Wednesday , September 28 2022
Breaking News
Home / ବିଶେଷ / ସସ୍ମିତ ପାତ୍ରଙ୍କୁ ଆଉ ଏକ ବଡ଼ ଦାୟିତ୍ୱ

ସସ୍ମିତ ପାତ୍ରଙ୍କୁ ଆଉ ଏକ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ / ଭୁବନେଶ୍ୱର,୦୯/୦୮/୨୦୨୨(ଓଡ଼ିଶା ସମାଚାର)- ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ଆଉ ଏକ ବଡ଼ ଦାୟିତ୍ୱ ମିଳିଛି । ସସ୍ମିତ ପାତ୍ର କୋଇଲା ଓ ଖଣି ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟ ହୋଇଛନ୍ତି । ପୂର୍ବରୁ ସେ ଆଇନ୍ ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ଚୟନ ହୋଇଥିଲେ । ଏବେ ପୁଣି ସେ କୋଇଲା ଓ ଖଣି ମନ୍ତ୍ରାଳୟର ପରାମର୍ଶଦାତା କମିଟିର ସଦସ୍ୟ ଭାବେ ଚୟନ ହୋଇଛନ୍ତି । ଓଡ଼ିଶା ସମାଚାର

 

Leave a Reply

Your email address will not be published.