Friday , August 12 2022
Breaking News
Home / ବିଶେଷ / ଦିନ ଦିପହରେ ବନ୍ଧୁକ ମୁନରେ ସୁନା ଗହଣା ଦୋକାନରୁ ଲୁଟ୍

ଦିନ ଦିପହରେ ବନ୍ଧୁକ ମୁନରେ ସୁନା ଗହଣା ଦୋକାନରୁ ଲୁଟ୍

ପାଟଣାଗଡ଼, ୦୫/୦୮/୨୦୨୨(ଓଡ଼ିଶା ସମାଚାର)- ଦିନ ଦିପହରେ ବନ୍ଧୁକ ମୁନରେ ଏକ ସୁନା ଗହଣା ଦୋକାନରୁ ଲୁଟ ହୋଇଛି । ଦିନ ପ୍ରାୟ ସାଢ଼େ ୪ ଟା ବେଳେ ୨ଟି ପଲସର ବାଇକରେ ୬ ଜଣ ଦୁର୍ବୁତ୍ତ ରାମ୍ ଜୀ ଛକସ୍ଥିତ ଏକ ସୁନା ଗହଣା ଦୋକାନରେ ପସି ଦୋକାନର ମାଲିକ ଓ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୋକାନରୁ ପ୍ରାୟ ଦେଢ଼ କେଜି ସୁନା ଲୁଟ କରିଥିବା ଅଭିଯୋଗ କରାଯାଇଛି। ୪୦ ହଜାର ଟଙ୍କା ଏବଂ ସିସିଟିଭି ହାର୍ଡଡିସ୍କ ମଧ୍ୟ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଓଡ଼ିଶା ସମାଚାର

About admin

Check Also

ପୁରୀର ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀ  ଙ୍କ ଆତ୍ମହତ୍ୟା ସୂଚନା 

ପୁରୀ,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ପୁରୀର ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀ  ଆତ୍ମହତ୍ୟା କରିଥିବା ସୂଚନା  । ମୃତ ଯୁବକ ଜଣକ …

Leave a Reply

Your email address will not be published.