Friday , August 19 2022
Breaking News
Home / ବିଶେଷ / ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିରରେ ୫୯ ଟି ଅଭିଯୋଗ ର ସମାଧାନ

ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିରରେ ୫୯ ଟି ଅଭିଯୋଗ ର ସମାଧାନ

ଭୁବନ,୨୫/୭/୨୦୨୨(ଓଡ଼ିଶା ସମାଚାର)- ଭୁବନ ପଂଚାୟତ ସମିତି ସଭାଗୃହଠାରେ ଆଜି ଜିଲ୍ଲାପାଳ ଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।୬୨ ଟି ବ୍ୟକ୍ତିଗତ (ବାର୍ଦ୍ଧକ୍ୟ/ବିଧବା ଭତା,ରାସନ କାର୍ଡ,ଆବାସ ଯେଜନା ଗୃହ) ,୪ ଟି ସାମୁହିକ ସମସ୍ୟା ଓ ୬ ଟି ଚିକିତ୍ସା ସହାୟତା ସମୁଦାୟ ୭୨ ଟି ଅଭିଯୋଗ ମଧ୍ୟରୁ ୫୯ ଟି ଅଭିଯୋଗର ଶୁଣାଣି କରାଯାଇ ତତ୍କାଳ ସମାଧାନ କରାଯାଇଥିଲା । ଜିଲ୍ଲାପାଳ ସରୋଜ କୁମାର ସେଠୀ  ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ , ବିଡିଓ ଆଶୀର୍ବାଦ ପରିଡା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରେଡକ୍ରସ ଫଣ୍ଡରୁ ୨୧ ହଜାର ଟଙ୍କା ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.