Thursday , August 18 2022
Breaking News
Home / ତାଜା ଖବର / ୧୪ ଲକ୍ଷ ରୁ ଅଧିକ ନକଲି ଟଙ୍କା ଜବତ, ୨ ଗିରଫ

୧୪ ଲକ୍ଷ ରୁ ଅଧିକ ନକଲି ଟଙ୍କା ଜବତ, ୨ ଗିରଫ

ବରଗଡ, ୦୭ /୦୭/୨୦୨୨ (ଓଡ଼ିଶା ସମାଚାର/ ନିରଞ୍ଜନ ତ୍ରିପାଠୀ)-ଏସଟିଏଫ ପନ୍ଝାରେ ନକଲି ନୋଟ କାରବାର ଅପରାଧୀ । ବରଗଡ଼ ବରପାଲିରେ ଏସଟିଫ ଦ୍ୱାରା ବିପୁଲ ପରିମାଣର ନକଲି ନୋଟ ଜବତ କରାଯାଇଛି । ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଉତ୍ତରପ୍ରଦେଶ ଗୋରଖପୁର ମୂଳନିବାସୀ ତଥା ବୁ୍ରଲା ଥାନା ସିର୍କିଡିର ପପୁ ଯାଦବ ଏବଂ ବରପାଲି ନିବାସୀ ବଲରାମ ମେହେର ବୋଲି ସୂଚନା ମିଳିଛି । ଏସଟିଏଫ ସେମାନଙ୍କ ଠାରୁ ୧୪ ଲକ୍ଷ ୨୯ ହଜାର ୫ ଶହ ଟଙ୍କାର ନକଲି ଟଙ୍କା ଜବତ କରିଥିବା ସହ ତଦନ୍ତ ଜାରି ରଖିଛି । ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳ ଭଣ୍ଡାର ର ୩୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୨ ଟି ଗେଟ ଖୋଲିଲା । ମୋଟ ୩୦ ଟି ଗେଟ୍ …

Leave a Reply

Your email address will not be published.