Thursday , August 18 2022
Breaking News
Home / ଶିକ୍ଷା / ମୋନାଶ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ରେ ମାଟ୍ରିକ ଟପ୍ପର

ମୋନାଶ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ରେ ମାଟ୍ରିକ ଟପ୍ପର

କେନ୍ଦ୍ରାପଡ଼ା, ୦୬/୦୭/୨୦୨୨(ଓଡ଼ିଶା ସମାଚାର)- ଆଜି ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ରେ ମାଟ୍ରିକ ଟପ୍ପର ହୋଇଛନ୍ତି ଡେରାବିଶ ହାଇସ୍କୁଲର ମୋନାଶ୍ରୀ ବିଶ୍ୱାଳ ।

      ଅଙ୍କିତା ସାହୁ

ସେ ମୋଟ ୬୦୦ ରୁ ୫୮୫ ମାର୍କ ରଖିଛନ୍ତି । ସେହିପରି ପାଟକୁରା ସରକାରୀ ହାଇସ୍କୁଲ ର ଅଙ୍କିତା ସାହୁ ୫୮୪ ମାର୍କ ରଖିଛନ୍ତି । ଓଡ଼ିଶା ସମାଚାର

About admin

Check Also

କଲେଜ କଳା ବିଭାଗର ଟପ୍ପର ସୁପ୍ରଭା ଅଧ୍ୟାପିକା ହେବେ

କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ କଳା ବିଭାଗର ଶିକ୍ଷା ସମ୍ମାନ ଛାତ୍ରୀ ସୁପ୍ରଭା …

Leave a Reply

Your email address will not be published.