Thursday , August 18 2022
Breaking News
Home / ତାଜା ଖବର / ବାଙ୍କୀରୁ ଭୁବନେଶ୍ୱର ଯାଉଥିବା ଲିଙ୍ଗରାଜ ନାମକ ଘରୋଇ ବସ୍ ରାସ୍ତାକଡ଼ କୁ ଖସିପଡିଲା – ୨୦ରୁ ଅଧିକ ଯାତ୍ରୀ ଆହତ – ୫ ଗୁରୁତର

ବାଙ୍କୀରୁ ଭୁବନେଶ୍ୱର ଯାଉଥିବା ଲିଙ୍ଗରାଜ ନାମକ ଘରୋଇ ବସ୍ ରାସ୍ତାକଡ଼ କୁ ଖସିପଡିଲା – ୨୦ରୁ ଅଧିକ ଯାତ୍ରୀ ଆହତ – ୫ ଗୁରୁତର

ଖୋର୍ଦ୍ଧା ୦୩/୦୭/୨୦୨୨(ଓଡ଼ିଶା ସମାଚାର)- ବାଙ୍କୀରୁ ଭୁବନେଶ୍ୱର ଯାଉଥିବା ଲିଙ୍ଗରାଜ ନାମକ ଏକ ଘରୋଇ ବସ୍ ଖୋର୍ଦ୍ଧା-ବାଘମାରୀ ସିମୋର ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତାକଡ଼ କୁ ଖସିପଡିଛି । ଫଳରେ ବସ୍ ରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ କୌଣସି ଯାତ୍ରୀ ମୃତ୍ୟୁ ବରଣ କରିନଥିବା ଜଣାପଡ଼ିଛି । ୫ ଜଣ ଯାତ୍ରୀ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥଧାନାନ୍ତରିତ କରାଯାଇଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ ଭିନ୍ ଆରମ୍ଭ କରିଛି । ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳ ଭଣ୍ଡାର ର ୩୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୨ ଟି ଗେଟ ଖୋଲିଲା । ମୋଟ ୩୦ ଟି ଗେଟ୍ …

Leave a Reply

Your email address will not be published.