Thursday , August 18 2022
Breaking News
Home / ବିଶେଷ / ପୁରୁଣା ଭୁବନେଶ୍ୱରରେ ରଥଯାତ୍ରା

ପୁରୁଣା ଭୁବନେଶ୍ୱରରେ ରଥଯାତ୍ରା

 ଭୁବନେଶ୍ୱର, ୦ ୧ / ୦୭ /୨୦୨୨(ଓଡ଼ିଶା ସମାଚାର)- ପୁରୁଣା ଭୁବନେଶ୍ୱର ଜମେଶ୍ୱର ପାଟଣାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତିନି ଠାକୁର ପରକରଣ ସାହି ନାରାୟଣୀ ମନ୍ଦିରରୁ ବାହାରି ପହଣ୍ଡିରେ ଆସିଥିଲେ । ପରେ ପୂଜାର୍ଚନା କୁନି ପିଲାଙ୍କ ଦ୍ୱରା ଛେରା ପହଁରା ଓ ରଥଟଣା ହୋଇଥିଲା । ରଥ ଜମେଶ୍ୱର ପାଟଣା ସାହିଠାରୁ ରଥ ବାହାରି ତିନି ମୁଣ୍ଡିଆ ଛକ, ଲିଙ୍ଗରାଜ ମନ୍ଦିର ପରିଭ୍ରମଣ କରି ଗଙ୍ଗା ଯମୁନା ମନ୍ଦିର ନିକଟକୁ ଯାଇଥିଲା । କମିଟିର ସଭାପତି କର୍ପୋରେଟର ଶିବ ପ୍ରସାଦ ବେହେରା, ସମ୍ପାଦକ ବସନ୍ତ କୁମାର ସମର୍ଥା ଓ ସଭ୍ୟମାନେ ଉପସ୍ଥିତଥିଲେ । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.