Tuesday , September 27 2022
Breaking News
Home / ବିଶେଷ / କଳପଡା ଶ୍ରୀ ଗୋପୀନାଥ ପୀଠରେ ବିଶ୍ଵପିତୃ ଦିବସ ପାଳିତ

କଳପଡା ଶ୍ରୀ ଗୋପୀନାଥ ପୀଠରେ ବିଶ୍ଵପିତୃ ଦିବସ ପାଳିତ

କଟକ,୨୨/୦୬/୨୦୨୨( ଓଡ଼ିଶା ସମାଚାର )- ବିଶ୍ବପିତୃ ଦିବସ ଅବସରରେ ୪୨ ମୌଜା କଳପଡା ଗ୍ରାମର ଶ୍ରୀ ଗୋପୀନାଥ ପୀଠରେ ବିଶ୍ଵପିତୃ ଦିବସ ପାଳନ କରାଯାଇଥିଲା । ଏଥିରେ ରମେଶ ଚନ୍ଦ୍ର ପତି,ଗନେଶ ପତି, ପବିତ୍ର ପତି, ଦୀନବନ୍ଧୁ ପତି,ଅର୍ଜୁନ ଚରଣ ପତି, ସୁବାଷ ସିଂ ବେଉରା,ପଦ୍ମନାଭ ପତି, ପ୍ରଫୁଲ୍ଲ କୁମାର ପତି ପ୍ରମୁଖ ଗୁରୁଜନ ଉପସ୍ଥିତ ରହି  ପିଲାମାନଙ୍କୁ ଆଶ୍ରିବାଦ ପ୍ରଦାନ କରିଥିଲେ। ଓଡ଼ିଶା ସମାଚାର

 

Leave a Reply

Your email address will not be published.