ଜୁନାଗଡ଼, ୨୦/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ)- ଆଜି ଜୁନାଗଡ ପୋଷ୍ଟ ଅଫିସ ସମ୍ମୁଖ ରେ ଜୁନାଗଡ ବ୍ଲକ ଓ ନଗର କଂଗ୍ରେସ ତରଫରୁ ରାହୁଲ ଗାନ୍ଧୀ ଙ୍କୁ ରାଜନୈତିକ ଆକ୍ରୋଶ ରଖି ବାରମ୍ବାର ଇ ଡି ର ସମନଙ୍କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ୟ୍ୟକ୍ରମ ରେ ବରିଷ୍ଠ ନେତା ଶ୍ରୀ ସୁରେଶ ପଣ୍ଡା,ପ୍ରଭାତ ଦାଶ, ପରମେଶ୍ୱର ମୋଟେଲ,ଅମିତ ଅଗ୍ରୱାଲ, ସାଧୁ ଭୋଇ,ଭାରତୀ ଖମାରି , ବୃନ୍ଦାବରୀ ବାରିକ,କୁମୁଦ ଗହୀର,ସତ୍ୟନାରାୟଣ ଗୁରୁ, ବିଜୟ ଯାଦବ,ସୁଦରଲଲ ନାୟକ ପ୍ରମୁଖ ସାମିଲ ହୋଇ ରାହୁଲ ଗାନ୍ଧୀ ଙ୍କୁ ଆକ୍ରୋଶ ମୂଳକ ଭାବେ ଇ ଡି ର ଜେରା କୁ ତୀବ୍ର ବିରୋଧ କରିଥିଲେ । ଓଡ଼ିଶା ସମାଚାର
