Friday , March 31 2023
Home / ବିଶେଷ / ଖବର ଦାତା ବିପ୍ର ସାହୁଙ୍କ ଙ୍କ ପିତା ନିଖୋଜ

ଖବର ଦାତା ବିପ୍ର ସାହୁଙ୍କ ଙ୍କ ପିତା ନିଖୋଜ

ବାଲିଗୁଡା, ୧୭/୦୬/୨୦୨୨ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଂଚଳ ର ସାମ୍ବାଦିକ ବିପ୍ର ଚରଣ ସାହୁ(ମିଟୁ)ଙ୍କ ପିତା ବନମାଳୀ ସାହୁ,(୭୭) ଗତ କିଛି ଦିନ ହେଲା, ନିଖୋଜ ହୋଇଯାଇଛନ୍ତି । ବନମାଳୀ ସାହୁ ଭୁବନେଶ୍ୱର ଡୁମୁଡୁମାରେ କିଛି ମାସ ହେଲା ସାନ ପୁଅ ଘରେ ରହୁଥିଲେ । ବନମାଳୀ ଗତ ଶନିବାର ଦିନଠାରୁ ଘରେ କାହାକୁ କିଛି ନ ଜଣାଇ କୁଆଡେ ପଳେଇଛନ୍ତି । ପରିବାର ଲୋକେ ବନ୍ଧୁବାନ୍ଧବ, ସମ୍ପର୍କୀୟ ଘର ସମେତ ଅନେକ ସ୍ଥାନ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ । ଏଣୁ ଯଦି କୌଣସି ସ ହୃଦୟ ବ୍ୟକ୍ତି ଶ୍ରୀ ସାହୁ ଙ୍କ ସନ୍ଧାନ ପାଆନ୍ତି, ତେବେ ୭୦୦୮୮୭୩୫୦୦ ଏହି ନଂ ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.