Friday , March 31 2023
Home / ତାଜା ଖବର / ନିଶ୍ଚିନ୍ତକୋଇଲି ବଜାର ରେ ବାଇକ୍ କୁ ପିଟିଲା ଟ୍ରକ୍ : ବାଇକ ଆରୋହୀ ଯୁବକ ଙ୍କ ର ମୃତ୍ୟୁ

ନିଶ୍ଚିନ୍ତକୋଇଲି ବଜାର ରେ ବାଇକ୍ କୁ ପିଟିଲା ଟ୍ରକ୍ : ବାଇକ ଆରୋହୀ ଯୁବକ ଙ୍କ ର ମୃତ୍ୟୁ

 ନିଶ୍ଚିନ୍ତକୋଇଲି, ୧୬/୦୬/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା ) – ଆଜି ନିଶ୍ଚିନ୍ତକୋଇଲି ବଜାର ରେ ଜଣେ ବାଇକ ଆରୋହୀ ଯୁବକଙ୍କୁ ଏକ ଟ୍ରକ ଧକ୍କା ଦେଇ ମୁଣ୍ଡରେ  ଚଢି ଯିବାରୁ ସେ   ଗୁରୁତର ଆହତ ହୋଇଥିଲେ  । ତାଙ୍କୁ ସଙ୍ଗେ ସଙ୍ଗେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଖବର ରୁ ଜଣାପଡିଛି ଯେ ମୁମୂର୍ଷ ବାଇକ ଆରୋହୀ, ତିଲକଣା ପଞ୍ଚାୟତ ଦେମାଣ୍ଡ  ଗ୍ରାମ ର ରୋହିତ ମହାନ୍ତି ଙ୍କ ପୁତ୍ର ସୁଦାମ ମହାନ୍ତି  । ପରବର୍ତୀ ଖବର ଅନୁଯାୟୀ ବାଇକ ଆରୋହୀ ଯୁବକ ସୁଦାମ ଙ୍କ ର ମୃତ୍ୟୁ ହୋଇଯାଇଛି । ନିଶ୍ଚିନ୍ତକୋଲି ଥାନା ପୋଲିସ  ଟ୍ରକ୍ ଡ୍ରାଇଭର କୁ ଅଟକ ରଖିଛି ଓ  ଟ୍ରକ୍ କୁଜବତ  କରିଛି  । ଓଡିଶା ସମାଚାର

Leave a Reply

Your email address will not be published.