Friday , March 31 2023
Home / ବିଶେଷ / ବାଚସ୍ପତି ନିର୍ବାଚନ ଆଜି

ବାଚସ୍ପତି ନିର୍ବାଚନ ଆଜି

ଭୁବନେଶ୍ୱର ୧୩/୦୬/୨୦୨୨( ଓଡ଼ିଶା ସମାଚାର )- ବାଚସ୍ପତି ନିର୍ବାଚନ ଆଜି (ସୋମବାର )। କେବଳ ଶାସକ ଦଳ ପକ୍ଷରୁ ୧୦ ତାରିଖରେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିବାରୁ ସେ ବାଚସ୍ପତି ହେବା ନିଶ୍ଚିତ । ତେଣୁ ଆଉ ନିର୍ବାଚନର ଅବାଶ୍ୟକ ପଡିବ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକ୍ରମଙ୍କ ପ୍ରସ୍ତାବକ ରହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.