Friday , March 31 2023
Home / ବିଶେଷ / ଜୁନାଗଡ଼ ଚିଟଫଣ୍ଡ ଜମା କାରୀଙ୍କ ପଇସା ପାଇବା ଉଜ୍ୱଳ ହେଲା

ଜୁନାଗଡ଼ ଚିଟଫଣ୍ଡ ଜମା କାରୀଙ୍କ ପଇସା ପାଇବା ଉଜ୍ୱଳ ହେଲା

ଜୁନାଗଡ଼,୧୩/୦୬/୨୦୨୨( ଓଡ଼ିଶା ସମାଚାର )-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ରେ ଚିଟଫଣ୍ଡ ଜମା କାରୀଙ୍କ ଆଜି ଡ଼କୁମେଣ୍ଟ ଭେରୀ ଫିକେସନ ହେଇଛି । ଏଥିରେ ୪୧ ଜଣ ଙ୍କୁ ନୋଟିସ ହେଇଥିବା ବେଳେ ସେ ମଧରୁ ୩୬ ଜଣ କ୍ଷତିଗ୍ରସ୍ତ ଜମାକାରୀ ଙ୍କ କାଗଜ ପତ୍ର ଯାଞ୍ଚ ହୋଇଥିଲା । ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଅଫିସ ଠାରେ କ୍ଷେତ୍ର ପରିଦର୍ଶନ ଜମାକାରୀଙ୍କ ଟିମରେ ଜୁନାଗଡ଼ ବ୍ଲକ ଜେଇ ସୂର୍ୟ୍ୟ ନାଥ ତଥା ଜୁନାଗଡ଼ ରାଜସ୍ବ ନିରକ୍ଷକ ମଦନ ମୋହନ ମାଝୀ, ଜୁନାଗଡ଼ ପୋଲିସ ଏସଆଇ ମୁରଲି ମୋହନ ପୀଡିକା ପ୍ରମୁଖ ଉପସ୍ଥିତ ରହି ଜମା କାରୀଙ୍କ କାଗଜ ପତ୍ର ତଦାରଖ କରି ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.