Friday , March 31 2023
Home / ବିଶେଷ / ଜୁଲାଇ ୨ ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

ଜୁଲାଇ ୨ ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର , ୧୦/୦୬/୨୦୨୨( ଓଡ଼ିଶା ସମାଚାର )- ଆସନ୍ତା ଜୁଲାଇ ୨ ତାରିଖ ଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଅଗଷ୍ଟ ୪ ତାରିଖ ଯାଏ ଚାଲିବ। ମୌସୁମୀ ଅଧିବେଶନରେ ମୋଟ ୨୪ ଟି କାର୍ୟ୍ୟଦିବସ ରହିଛି । ଅଧିବେଶନର ଆରମ୍ଭ ଅର୍ଥାତ ପ୍ରଥମ ଦିନ ଜୁଲାଇ ୨ରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। ମୌସୁମୀ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା। ଓଡ଼ିଶା ସମାଚାର

Leave a Reply

Your email address will not be published.