Friday , March 31 2023
Home / ବିଶେଷ /  ବିଦ୍ୱାନ୍ ପଣ୍ଡିତ ବିତ୍ରଘୁନାଥ ମାଝୀଙ୍କୁ ଏକାଦଶାହରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

 ବିଦ୍ୱାନ୍ ପଣ୍ଡିତ ବିତ୍ରଘୁନାଥ ମାଝୀଙ୍କୁ ଏକାଦଶାହରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

କଟକ, ୦୯/୦୬/୨୦୨୨( ଓଡ଼ିଶା ସମାଚାର )-  କଟକ ସଦର  ୪୨ ମୌଜା ଅନ୍ତର୍ଗତ ରାଉତରାପୁର ନିବାସୀ ସମାଜସେବୀ,ସାରସ୍ଵତ ସାଧକ ତଥା ଜ୍ୟୋତିର୍ବିଦ ରଘୁନାଥ ମାଝୀଙ୍କୁ ତାଙ୍କ ଏକାଦଶ ଦିବସରେ ସାଂସ୍କୃତିକ ସଂଗଠନ ସରସ୍ୱତୀ କଳା ପରିଷଦ(ଏସକେପି) ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ସଭାରେ ଉପଦେଷ୍ଟା ବିକ୍ରମ ନନ୍ଦ, ଉପସଭାପତି ପ୍ରଫୁଲ୍ଲ ଦାସ, ସମ୍ପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ,ସହ ସମ୍ପାଦକ ଦୈତାରି ପ୍ରଧାନ,ସଂଯୋଜକ ଶ୍ରୀଧର  ସ୍ୱାଇଁ, ସାମ୍ବାଦିକ ଚକ୍ରବର୍ତ୍ତୀ ଓତା,ବିଶ୍ଵନାଥ ସାହୁ,କାହ୍ନୁ ଚରଣ ଗୋଛାୟତ୍ତ,ଅଜିତି ରାଉତ,ଗୀତିକାର ଇଞ୍ଜିନିୟର ଅମିୟ ପଟ୍ଟନାୟକ,ରଂଜନ ଜେନା, ସନ୍ତୋଷ ରାଉତ,ବିଶ୍ୱଜିତ ସାହୁ, ପପିନା,ସୂର୍ଯ୍ୟ,ଯୁଜୁ,ବିଶାଳ, ପ୍ରୀୟଂ।ଶି,ଅର୍ପିତା, ସୁଭାକାଙ୍କ୍ଷୀ ଓ ପରିଷଦର ଅଭିଭାବକ,ଅଭିଭାବିକା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.