Friday , March 31 2023
Home / ବିଶେଷ / ହୃଦ ଘାତ ରେ ପରଲୋକ

ହୃଦ ଘାତ ରେ ପରଲୋକ

ସାଲେପୁର, ୦୬/୦୬/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା )- ସାଲେପୁର ବ୍ଲକ ରଟିଲ ଗ୍ରାମର ହେମନ୍ତ କୁମାର ପଣ୍ଡା ଙ୍କର ହୃଦ ଘାତ ରେ ୬୧ବର୍ଷ ବୟସ ରେ ପରଲୋକ ଘଟିଛି  ।  କିଡ଼ନୀ ସମସ୍ୟା ଯୋଗୁ ସେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ  । ସ୍ବର୍ଗତ ପଣ୍ଡା ଜଣେ ମେଳାପୀ ପରୋପକାରୀ ବ୍ୟକ୍ତି ଥିଲେ   ।  ଗ୍ରାମ୍ୟ ସ୍ମଶାନ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି  । ତାଙ୍କ ପୁତୁରା ସମ୍ବିତ କୁମାର ପଣ୍ଡା ମୁଖାଗ୍ନି ଦେଇଥିଲେ  । ଶେଷ କୃତ୍ୟ ସମୟରେ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ  ।ସ୍ବର୍ଗତ ପଣ୍ଡା ଙ୍କ ପରଲୋକ ରେ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି  । ଓଡ଼ିଶା ସମାଚାର

Leave a Reply

Your email address will not be published.