Friday , March 31 2023
Home / ବିଶେଷ / ସ୍ବେଚ୍ଛାସେବୀ ବର୍ଗଙ୍କ ମାନବୀୟ କାର୍ୟ୍ୟ : ସାଧାରଣରେ ଉଚ୍ଚ ପ୍ରଶଂସା

ସ୍ବେଚ୍ଛାସେବୀ ବର୍ଗଙ୍କ ମାନବୀୟ କାର୍ୟ୍ୟ : ସାଧାରଣରେ ଉଚ୍ଚ ପ୍ରଶଂସା

କଟକ,୦୩/୦୬/୨୨(ଓଡ଼ିଶା ସମାଚାର) : କଟକ ସଦର ୪୨ ମୌଜା ବ୍ରହ୍ମପୁର ପଞ୍ଚାୟତ ଭୋଇସାହି ସ୍ଥିତ ସ୍ମୃତିକାନ୍ତ ଭୋଇଙ୍କ ଘର ବଜ୍ରପାତ ଜନିତ ଦୁର୍ଘଟଣାରେ ପୋଡ଼ି ହୋଇ ଯାଇଥିବା ଖବର ପାଇ ମହିଳା ସ୍ବେଚ୍ଛାସେବୀ ବର୍ଗ ସୁମିତା ଦେବତା, ମମତା ବେହେରା,ନିତୁଶ୍ରୀ ଦେବତା, ମମତା ନନ୍ଦ ଯାଇ ବିପନ୍ନ ପରିବାରକୁ ଶୁଖିଲା ଖାଦ୍ୟ,ବସ୍ତ୍ର ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସ୍ବେଚ୍ଛାସେବୀ ବର୍ଗଙ୍କ ଏହି ମାନବୀୟ କାର୍ୟ୍ୟ କୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.