Friday , March 31 2023
Home / ବିଶେଷ / ପଣ୍ଡିତ ମୂରଲୀଧର ଶତପଥୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ପଣ୍ଡିତ ମୂରଲୀଧର ଶତପଥୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ଜଗତସଂହପୁର, ୦୨/୦୬/୨୦୨୨ (ଓଡ଼ିଶା ସମାଚାର) : ଜଗତସିହପୁର ଜିଲ୍ଲା ବିରିଡ଼ି ବ୍ଲକ ଅନ୍ତର୍ଗତ ବାଲିଆ ଗୋପୀନାଥପୁର ବାସିନ୍ଦା ସ୍ବର୍ଗତ ଯଦୁମଣି ଶତପଥୀଙ୍କ ଜେଷ୍ଟ ପୁତ୍ର ପଣ୍ଡିତ ମୂରଲୀଧର ଶତପଥୀଙ୍କୁ ତାଙ୍କ ଦ୍ବାଦଶରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା ତାଙ୍କ ବାସଭବନରେ ଆୟଜନ କରାଯାଇଛି । ଉକ୍ତ ସଭାରେ ଗୋପୀନାଥପୁର ପଞ୍ଚାୟତ ସରପଞ୍ଚ କାହ୍ନୁ ବେହେରା,ପୂର୍ବତନ ଜିଲ୍ଲା ପରିଷଦ ନେତ୍ରାନନ୍ଦ ପାତ୍ର,ବିଧାୟକ ପ୍ରତିନିଧି ନୃଷିଂହ ଚରଣ ଦାଶ, ତାଙ୍କ ପତ୍ନୀ ଗୀତାଞ୍ଜଳି ଶତପଥୀ,ଭାଇ କାହ୍ନୁ ଚରଣ ଶତପଥୀ, ଭାଇବୋହୂ ବିଶ୍ୱମୋହିନି ଶତପଥୀ, ଭଉଣୀ ସକୁନ୍ତାଳ ମିଶ୍ର, ଭିଣେଇ  ସୁଦର୍ଶନ ମିଶ୍ର,ବଡ଼ବୋହୂ ମୈାଶୁମି ଶତପଥୀ,ସାନପୁଅ ସଞ୍ଜୟ ଶତପଥୀ,ବୋହୂ ପ୍ରିୟଙ୍କା ପ୍ରିୟଦର୍ଶିନୀ ଶତପଥୀ,ଝିଅ ମଧୁମିତା ଦାଶ, ଜ୍ବାଇଁ ସୂର୍ଯ୍ୟକାନ୍ତ ଦାଶ,ପୁତୁରା ଅର୍ଣ୍ଣବ ଶତପଥୀ, ଝିଆରୀ ଅପୂର୍ବା ଶତପଥୀ,ଭାଣିଜି ସାଗରିକା  ସ୍ମରଣିକା, ଭାଣିଜି ଜ୍ବାଇଁ ସୂର୍ଯ୍ୟକାନ୍ତ ଓ ମନୋଜ, ଶଳା ତ୍ରିଲୋଚନ, ସୁଦର୍ଶନ,ପ୍ରସନ୍ନ,ମାମୁଁ ବେଣୁଧର ଦାଶ,ତ୍ରିପୁର ମୋହିନୀ ଶତପଥୀ, ଭୁବନ ମୋହିନୀ ଶତପଥୀ, ସରୋଜ କୁମାର ଶତପଥୀ, କ୍ଷୀରୋଦ ପଣ୍ଡା, ନାତି ନାତୁଣୀ,ସମୁଦୀ, ସମୁଦୁଣି, ଗ୍ରାମ ବାସୀ,ବୁଦ୍ଧିଜୀବୀ ବର୍ଗ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ବିଦ୍ୱାନ୍ ପଣ୍ଡିତ ମୂରଲୀଧର ଜଣେ ପରୋପକାରି ,ସରଳ ବିଶ୍ୱାସୀ, ଧର୍ମପରାୟଣ,ସାହାଯ୍ୟକାରି, ମିଷ୍ଟାଭାଷୀ, ହିତଉପଦେଶକାରି ମଣିଷ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.