Friday , March 31 2023
Home / ତାଜା ଖବର / ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ , ବେଲ୍ଟରେ ଚାପି ହୋଇ ଜଣେ ଠିକା ଶ୍ରମିକଙ୍କର ମୃତ୍ୟୁ

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ , ବେଲ୍ଟରେ ଚାପି ହୋଇ ଜଣେ ଠିକା ଶ୍ରମିକଙ୍କର ମୃତ୍ୟୁ

ରାଉରକେଲା ୩୦/୦୫/୨୦୨୨( ଓଡ଼ିଶା ସମାଚାର )- ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା । ବ୍ଲାକ ଗ୍ରେନେସ୍ ଫାଠିଯିବାରୁ ବେଲ୍ଟରେ ଚାପି ହୋଇ ଜଣେ ଠିକା ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତ ଠିକା ଶ୍ରମିକ ରାଉରକେଲା ଫର୍ଟିଲାଇଜର ଅଞ୍ଚଳର ଘନଶାଳା ମୁଣ୍ଡୁରି ବୋଲି ଜଣାପଡିଛି । ପୋଲିସ ଓ କମ୍ପାନୀ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.