Friday , July 1 2022
Breaking News
Home / ବିଶେଷ / ବିଚାରପତି ଙ୍କ ବଦଳି

ବିଚାରପତି ଙ୍କ ବଦଳି

ନୂଆଦିଲ୍ଲୀ/ ଭୁବନେଶ୍ୱର , ୨୭/୦୫/୨୦୨୨( ଓଡ଼ିଶା ସମାଚାର )- ୬ଜଣ ହାଇକୋର୍ଟ ବିଚାରପତିଙ୍କୁ ବଦଳି କରିବା ଲାଗି ସୁପ୍ରିମ୍  କୋର୍ଟ କଲିଜିୟମ୍ ସୁପାରିସ କରିଛନ୍ତି। ଏହି ୬ ଜଣ ବିଚାରପତିଙ୍କ ମଧ୍ୟରେ ଓଡ଼ିଶାର ଜଣେ ବପିଚାରପତିଙ୍କ ନାମ ରହିଛି । ଏ ସଂକ୍ରାନ୍ତରେ ଜାରି ବିବୃତି ଅନୁସାରେ, ବିଚାରପତି ଚିତ୍ତରଞ୍ଜନ ଦାଶ ଓଡ଼ିଶା ହାଇକୋର୍ଟରୁ କୋଲକାତା  ହାଇକୋର୍ଟକୁ ବଦଳି ହେବେ। ଏହି ବଦଳି ପାଇଁ ସୁପ୍ରିମ୍ କୋର୍ଟ କଲିଜିୟମ୍ ସୁପାରିସ କରିଛନ୍ତି। ଓଡ଼ିଶା ସମାଚାର

About admin

Check Also

ଶ୍ରୀସତ୍ୟସାଇ ସେବା ସମିତିର ଶ୍ରୀବଳଦେବଜୀଉ ମନ୍ଦିର ସଫେଇ

କେନ୍ଦ୍ରାପଡ଼ା, ୦୧/୦୭/୨୦୨୨(ଓଡ଼ିଶା ସମାଚାର)-ପବିତ୍ର ଶ୍ରୀଗୁଣ୍ଡିଚାରେ ଇଛାପୁରସ୍ଥିତ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରକୁ ଶ୍ରୀ ସତ୍ୟସାଇ ସେବା ସମିତି, କେନ୍ଦ୍ରାପଡା ପକ୍ଷରୁ …

Leave a Reply

Your email address will not be published. Required fields are marked *