Wednesday , July 6 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ପେଟ୍ରୋଲ ପମ୍ପ ଦୁଇ ଦିନ ବନ୍ଦ ରହିବ – ଗାଡ଼ିରେ ତେଲ ପକାଇ ନିଅନ୍ତୁ

ପେଟ୍ରୋଲ ପମ୍ପ ଦୁଇ ଦିନ ବନ୍ଦ ରହିବ – ଗାଡ଼ିରେ ତେଲ ପକାଇ ନିଅନ୍ତୁ

ଭୁବନେଶ୍ୱର , ୨୭/୦୫/୨୦୨୨( ଓଡ଼ିଶା ସମାଚାର )-ଆଜି ସନ୍ଧ୍ୟା ୬ ଟା ରୁ ଆସନ୍ତା କାଲି ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ । ପେଟ୍ରୋଲିଅମ ଡ଼ିଲର ଆସୋସିଏସନ୍ ପକ୍ଷରୁ ଏହି ବନ୍ଦ୍ ଡ଼କାରା ଦିଆଯାଇଛି । ସରକାର ଟ୍ୟାକ୍ସ କମାଇବା ଦ୍ୱାରା ପେଟ୍ରୋଲ ପମ୍ପ ଡ଼ିଲର ମାନେ ଲକ୍ଷ ଲକ୍ଷ ଟଙ୍କା ର କ୍ଷତି ସହୁଛନ୍ତି । ଏଥିପାଇଁ ତୈଳ କମ୍ପାନୀ ଠାରୁ କ୍ଷତି ପୂରଣ ଦାବି କରୁଛନ୍ତି । ଏହି ଦାବି ପୂରଣ ନହେଲେ ଆଗରମୀ ଦିନରେ ତୈଳ କମ୍ପାନୀ ବିରୁଦ୍ଧରେ ଆଇନ ର ସହାୟତା ନିଆଯିବ ବୋଲି କୁହାଯାଇଛି । ଓଡ଼ିଶା ସମାଚାର

About admin

Check Also

ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ଅଭାବ: କ୍ଷତି ଭରଣା ପାଇଁ ଚଢା ଦରରେ ବିକ୍ରୀ ହେଉଛି ପେଟ୍ରୋଲ

କେନ୍ଦ୍ରାପଡ଼ା, ୧୭/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡାରେ ଥିବା ଅର୍ଦ୍ଧାଧିକ ପେଟ୍ରୋଲ ଟାଙ୍କିରେ ଏବେ ପେଟ୍ରୋଲ ଶୂନ୍ୟ ହୋଇଯାଇଛି । …

Leave a Reply

Your email address will not be published. Required fields are marked *