Saturday , June 3 2023
Breaking News
Home / ବିଶେଷ / ଡ୍ରେନରେ ମୃତଦେହ

ଡ୍ରେନରେ ମୃତଦେହ

ପୁରୀ ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ପୁରୀ ବଡ଼ଦାଣ୍ଡ ମାର୍କେଟ ଛକ ନିକଟ ମୁକୁଳା ଡ୍ରେନରେ ଏକ ମୃତଦେହ ପଡି ରହିଛି । ମୃତକ ଜଣେ ରିକ୍ସା ଚାଳକ। ସେ ଚନ୍ଦନପୁର ଅଂଚଳର ଗେଡା ସାହୁ। ବୋଲି ଚିହ୍ନଟ କରାଯାଇଛି। ମୁକୁଳା ଡ୍ରେନ ଥିବାରୁ ଡ୍ରେନ ରେ ପଡି ସେ ମୃତ୍ୟୁବରଣ କରିଛନ୍ତି ନା ତାଙ୍କୁ କିଏ ମାରି ଡ୍ରେନରେ ପକାଇଦେଇଛି ସେନେଇ ସନ୍ଦେହ ସୃଷ୍ଟି ହେଉଛି। କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.