Monday , March 27 2023
Breaking News
Home / ତାଜା ଖବର / Breaking news – ଭାରସାମ୍ୟ ହରାଇ ବ୍ରିଜ କୁ ପିଟିଲା ପିକଅପ, ଜଣେ ମୃତ,ସାତ ଗୁରୁତର

Breaking news – ଭାରସାମ୍ୟ ହରାଇ ବ୍ରିଜ କୁ ପିଟିଲା ପିକଅପ, ଜଣେ ମୃତ,ସାତ ଗୁରୁତର

କଳାହାଣ୍ଡି ,୧୪/୦୫/୨୨ (ଓଡିଶା ସମାଚାର /ସଂଜୟ ସିଂହ)- ବାହାଘର ରେ ଯୋଗଦେଇ ଫେରୁଥିବା ବେଳେ ହୋଇଛି ଦୁର୍ଘଟଣା । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବଡ଼ଫୁର୍ଲା କୁ ଏକ ବିବାହ କାର୍ୟ୍ୟକ୍ରମ ରେ ଭୋଜି ଖାଇ ଫେରିବା ସମୟରେ ରଙ୍କା ବାହାଲ ଗାଁ ନିକଟରେ ପିକଅପ ଭାରସାମ୍ୟ ହରାଇ ବ୍ରିଜ ରେ ପିଟି ହୋଇ ଥିଲା । ଫଳରେ ଘଟଣା ସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସତ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରତର ଆହତ ମାନଙ୍କୁ ଧର୍ମଗଡ ହସ୍ପିଟାଲ ରେ ଭର୍ତି କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ କୁଟୁରୁ ଗ୍ରାମର ହାତିରାମ ରାଉତ ବୋଲି ଜଣାପଡିଛି ।ଓଡିଶା ସମାଚାର

 

Leave a Reply

Your email address will not be published.