Saturday , April 1 2023
Breaking News
Home / ବିଶେଷ / ବସନ୍ତ ରାଉତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ବସନ୍ତ ରାଉତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୧୩/୦୫/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଂଚାୟତ ଅନ୍ତର୍ଗତ କାଙ୍କଦିଆ ଗ୍ରାମର ଅଧିବାସୀ ତଥା ପୂର୍ବତନ କଂସାର ପଂଚାୟତର ନିର୍ବାଚନ ଅଧିକାରୀ ସ୍ୱର୍ଗତ ବସନ୍ତ କୁମାର ରାଉତଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପଂଚାୟତ ସରପଂଚ ସରୋଜିନୀ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅମ୍ବିକା ପ୍ରସାଦ ପରିଡା, ମନୋରଞ୍ଜନ ନାୟକ, ଗଜେନ୍ଦ୍ର ପରିଡା, ନିତ୍ୟାନନ୍ଦ ମହାନ୍ତି, ପୁତ୍ର ମନୋରଞ୍ଜନ, ଜ୍ଞାନରଞ୍ଜନ, ବ୍ରଜକିଶୋରଙ୍କ ସମେତ ବହୁ ପଂଚାୟତବାସୀ ଯୋଗଦେଇ ସ୍ୱର୍ଗତ ରାଉତଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.