Wednesday , May 18 2022
Breaking News
Home / କୃଷି / କନ୍ଧମାଳ ଭିନ୍ନକ୍ଷମ ଥଇଥାନ କେନ୍ଦ୍ରରେ ଚିକିତ୍ସା ଶିବିର

କନ୍ଧମାଳ ଭିନ୍ନକ୍ଷମ ଥଇଥାନ କେନ୍ଦ୍ରରେ ଚିକିତ୍ସା ଶିବିର

କନ୍ଧମାଳ,୧୩/୦୫/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୬୦/୭୦ ଜଣ ଅକ୍ଷମ ( ଭିନ୍ନକ୍ଷମ ) ପିଲା ଓ ରୋଗୀ ଜିଲ୍ଲା ଭିନ୍ନକ୍ଷମ ଥାଇଥାନ କେନ୍ଦ୍ର ରେ ପହଞ୍ଚି ଗତ ଦୁଇ ଦିନ ଧରି ଚିକିତ୍ସିତ ହେଉଛନ୍ତି । ସେମାନଙ୍କୁ ଥାଇଥାନ କେନ୍ଦ୍ର ର ଦାୟିତ୍ବ ରେ ଥିବା କର୍ମକର୍ତ୍ତା ଚିକିତ୍ସାସେବା ଯୋଗାଇ ଦେବା ସହ ସେମାନଙ୍କ ରହିବା ଓ ଖାଇବା ର ମଧ୍ୟ ସୁବ୍ୟବସ୍ଥା କରା ଯାଇଥିବା ରୋଗୀ ମାନଙ୍କ ପରିବାର ମାନେ ପ୍ରକାଶ କରିଛନ୍ତି । ଥଇଥାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଅଞ୍ଚଳରୁ ଅଭିଜ୍ଞ ଡାକ୍ତର  ମାନେ ଆସି ରୋଗୀ ମାନଙ୍କ ଚିକିତ୍ସା ସେବା କରାଯାଉଥିବା ଜଣାପଡିଛି ।ଆସନ୍ତା ଆଉ କିଛି ଦିନ ଧରି ଏହି ଭଳି ସେବା ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଓଡିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *