Wednesday , May 18 2022
Breaking News
Home / ରାଜନୀତି / ମନୋରଞ୍ଜନ ମହାପାତ୍ର (ଵୁଲୁ) ହେଲେ ସଦର ବିଧାୟକଙ୍କ ସିଏମସି ପ୍ରତିନିଧି

ମନୋରଞ୍ଜନ ମହାପାତ୍ର (ଵୁଲୁ) ହେଲେ ସଦର ବିଧାୟକଙ୍କ ସିଏମସି ପ୍ରତିନିଧି

କଟକ ସଦର , ୧୨/୦୫/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ବରିଷ୍ଠ ଵିଜେଡି ଯୁଵ ନେତା,ସୁ ସଂଗଠନ ମନୋରଞ୍ଜନ ମହାପାତ୍ର (ଵୁଲୁ) ଙ୍କୁ ମହାନଗର ନିଗମର ବିଧାୟକଙ୍କ ପ୍ରତିନିଧି ଭାଵେ କଟକ ସଦର ଵିଧାୟକ ଚନ୍ଦ୍ର ସାରଥି ବେହେରା ନିଯୁକ୍ତି ପ୍ରଦାନ କରିଛନ୍ତି। ଵିଧାୟକଙ୍କ ଅନୁପସ୍ଥିତିରେ ଵୁଲୁ ତାଙ୍କର ସମସ୍ତ କାର୍ଯ୍ୟ ଓ ଦାୟିତ୍ଵ ନିର୍ବାହ କରିଵେ ଵୋଲି ଜଣାପଡିଛି।ଵୁଲୁଙ୍କ ଉପରେ ଆସ୍ଥା ଓ ଭରସା ରଖି ବିଧାୟକ ତାଙ୍କୁ ଏହି ନିଯୁକ୍ତି ଦେଇଥିଵାରୁ ସଦର ଵିଜେଡିରେ ଆନନ୍ଦ ପରିଲକ୍ଷିତ ହୋଇଛି। ଓଡ଼ିଶା ସମାଚାର

About admin

Check Also

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )- ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ …

Leave a Reply

Your email address will not be published. Required fields are marked *