କଟକ ସଦର , ୧୨/୦୫/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ବରିଷ୍ଠ ଵିଜେଡି ଯୁଵ ନେତା,ସୁ ସଂଗଠନ ମନୋରଞ୍ଜନ ମହାପାତ୍ର (ଵୁଲୁ) ଙ୍କୁ ମହାନଗର ନିଗମର ବିଧାୟକଙ୍କ ପ୍ରତିନିଧି ଭାଵେ କଟକ ସଦର ଵିଧାୟକ ଚନ୍ଦ୍ର ସାରଥି ବେହେରା ନିଯୁକ୍ତି ପ୍ରଦାନ କରିଛନ୍ତି। ଵିଧାୟକଙ୍କ ଅନୁପସ୍ଥିତିରେ ଵୁଲୁ ତାଙ୍କର ସମସ୍ତ କାର୍ଯ୍ୟ ଓ ଦାୟିତ୍ଵ ନିର୍ବାହ କରିଵେ ଵୋଲି ଜଣାପଡିଛି।ଵୁଲୁଙ୍କ ଉପରେ ଆସ୍ଥା ଓ ଭରସା ରଖି ବିଧାୟକ ତାଙ୍କୁ ଏହି ନିଯୁକ୍ତି ଦେଇଥିଵାରୁ ସଦର ଵିଜେଡିରେ ଆନନ୍ଦ ପରିଲକ୍ଷିତ ହୋଇଛି। ଓଡ଼ିଶା ସମାଚାର