Friday , May 20 2022
Home / ବିଶେଷ / ୧୬ନମ୍ବର ଜାତୀୟ ରାଜପଥ ଜଂକିଆ ଛକ ନିକଟରେ ମୋଟର ସାଇକେଲ ଦୁର୍ଘଟଣା , ଜଣେ ଆହତ

୧୬ନମ୍ବର ଜାତୀୟ ରାଜପଥ ଜଂକିଆ ଛକ ନିକଟରେ ମୋଟର ସାଇକେଲ ଦୁର୍ଘଟଣା , ଜଣେ ଆହତ

 ନିରାକାରପୁର, ୧୧/୦୫/୨୦୨୨( ଓଡ଼ିଶା ସମାଚାର )-ମଙ୍ଗଳବାର ଦିନ   ୧୬ ନମ୍ବର ଜାତୀୟ ରାଜପଥ ଜଂକିଆ ଛକ ନିକଟରେ ମୋଟର ସାଇକେଲ ଦୁର୍ଘଟଣା ଜଣେ ଆହତ   ହୋଇଛନ୍ତି।   ଘଟଣାରୁ ଜଣାପଡିଛି ବ୍ରହ୍ମପୁର ର କାଳୁଚରଣ ଗୈ।ଡ ମୋଟର ସାଇକେଲ ରେ ଖୋର୍ଦ୍ଧା ପଟୁ ରାମେଶ୍ୱର ପଟକୁ ଆସୁଥିବା ବେଳେ ଏକ ଯାତ୍ରୀ ବାହୀ ବସ ସହିତ ଧକ୍କା ହୋଇଥିଲା।କାଳୁଚରଣ ରାସ୍ତାରେ ଛିଟିକି ପଡି ଆହତ ହୋଇଥିବା ବେଳେ ଖବର ପାଇ ଜଂକିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକ ଜଣଙ୍କୁ ଉଦ୍ଧାର କରି ମେଡିକାଲ କୁ ପଠାଇ ତଦନ୍ତ ଜାରି ରଖିଛି।ଯୁବକ ଜଣଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଛି। ଓଡ଼ିଶା ସମାଚାର

About admin

Check Also

ଆଦର୍ଶ ଶିକ୍ଷକ ଙ୍କ ଏକାଦଶାହ ରେ ଗଭୀର ଶ୍ରଦ୍ଧାଞ୍ଜଳି

ନିଶ୍ଚିନ୍ତକୋଇଲି ,୧୯/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁ ଙ୍କ ଏକାଦଶାହ …

Leave a Reply

Your email address will not be published. Required fields are marked *