. ବିଶ୍ୱସ୍ତରୀୟ ଡିଜାଇନ ସହିତ ପ୍ରିମିୟମ ଷ୍ଟାଇଲିଂ
.ଫର୍ମ, ଫିଟ୍ ଓ ଫଙ୍କ୍ଶନ ସହ ପ୍ରଗତିଶୀଳ ଟେକ୍ନୋଲୋଜି
.ଉନ୍ନତ ସିଟ୍,ପ୍ରଶସ୍ତ ଫ୍ଲୋରିଂ ଓ ୱାନ୍-ଟଚ୍ ପଏଂଟ୍ ଫ୍ରଂଟ୍ ଓନ୍ ବନେଟ୍ ସହ ସଠିକ୍ ଆରାମ
ଭୋପାଳ, ୧୦/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱର ତୃତୀୟ ସର୍ବବୃହତ୍ ଟ୍ରାକ୍ଟର ନିର୍ମାତା ଟାଫେ ଟ୍ରାକ୍ଟର୍ସ ଓ ଫାର୍ମ ଇକ୍ୱି୍ମେଂଟ୍ ଲିମିଟେଡ୍ ର ଏଇଚର ଟ୍ରାକ୍ଟର୍ସ କ୍ଷରୁ ଶୈଳୀ, ଉାଦାନ ଓ ଦୃଢତା ଦାବି କରୁଥିବା ନୂତନ ପିଢିର ଭାରତୀୟ କୃଷକମାନଙ୍କ ପାଇଁ ପ୍ରିମିୟମ ଟ୍ରାକ୍ଟରର ନୂଆ ରେଞ୍ଜ୍- ଏଇଚର ପ୍ରାଇମା ଜି୩ ସିରିଜ୍ ର ଲଂଚ୍ ଘୋଷଣା କରାଯାଇଛି । ଏଇଚର ପ୍ରାଇମା ଜି୩ ହେଉଛି ୪୦-୬୦ ଏଚ୍ି ରେଞ୍ଜ ରେ ଟ୍ରାକ୍ଟରଗୁଡିକର ଏକ ନୂଆ ସିରିଜ୍, ଯାହା ଦଶନ୍ଧିର ଅତୁଳନୀୟ ଅଭିଜ୍ଞତା ସହ ନିର୍ମିତ ପ୍ରିମିୟମ ଷ୍ଟାଇଲିଂ, ପ୍ରଗତିଶୀଳ ଟେକ୍ନୋଲୋଜି ଓ ଉଯୁକ୍ତ ଆରାମ ପ୍ରଦାନ କରୁଛି ।
ଏଇଚରପ୍ରାଇମା ଜି୩ ସିରିଜ ର ଉନ୍ମୋଚନ କରି ଟାଫେର ସିଏମଡି ମଲ୍ଲିକା ଶ୍ରୀନିବାସନ କହିଛନ୍ତି, “ ଦଶନ୍ଧି ଧରି ଏଇଚର ବ୍ରାଣ୍ଡ ଉଭୟ କୃଷି ଓ ବାଣିଜି୍ୟକ କ୍ଷେତ୍ରରେ ଏହାର ବିଶ୍ୱାସ, ନିର୍ଭରଯୋଗ୍ୟତା, ଦୃଢତା ଓ ବହୁମୂଖୀତା ପାଇଁ ପରିଚିତ । ପ୍ରାଇମା ଜି୩ର ଲଂଚ୍ ଆଧୁନିକ ଭାରତର ପ୍ରଗତିଶୀଳ କୃଷକଙ୍କ ପାଇଁ ସେମାନଙ୍କ ନୂଆ ଆକାଂକ୍ଷା ସହ ମେଳ ଖାଇବା ଲାଗି ଅଧିକ ଉତପାଦକତା, ଆରାମ ଓ ସହଜତା ଆଣୁଛି ଏବଂ ଏକ ଉନ୍ନତ ମୂଲ୍ୟ ପ୍ରସ୍ତାବ ପ୍ରଦାନ କରୁଛି ଯାହାର ଏଇଚର ସବୁବେଳେ ପ୍ରତିଶ୍ରୁତି ଦେଇଥାଏ ।”
ନୂଆପ୍ରାଇମା ଜି୩ରେ ଏହାର ସ୍ୱତନ୍ତ୍ର ଏରୋଡାଇନାମିକ୍ ହୁଡ୍ ସହିତ ଏକ ନୂତନ ପିଢିର ଡିଜାଇନ୍ ରହିଛି ଯାହା ଏକ ସ୍ୱତନ୍ତ୍ର ଶୈଳୀର ଷ୍ଟେଟ୍ ମେଂଟ୍ ସୃଷ୍ଟି କରୁଛି ଏବଂ ଏହାର ୱାନ୍-ଟଚ୍ ଫ୍ରଂଟ୍ ଓନ୍, ସିଙ୍ଗଲ୍ ପ୍ରିସ୍ ବନେଟ୍ ସହ ଇଞ୍ଜିନ୍ ପାଇଁ ସହଜ ପହଂଚ ପ୍ରଦାନ କରୁଛି । ହାଇ ଇନଟେନସିଟି ୩ଡି କୁଲିଙ୍ଗ୍ ଟେକ୍ନୋଲୋଜି ଓ ରାପ୍-ଆରାଉଣ୍ଡ ହେଡ୍ ଲ୍ୟାମ୍ପ ସହ ବୋଲ୍ଡ ଗ୍ରିଲ୍ ଏବଂ ଡିଜି ଏନଏକ୍ସଟି ଡ୍ୟାଶବୋର୍ଡଗୁଡିକ ନିର୍ଭୀକ ଓ ଚମତକାର ଲୁକ୍ ର ଏକ ସଠିକ୍ ସମ୍ମିଶ୍ରଣ ଅଟନ୍ତି, ଯାହା ଉଚ୍ଚ କ୍ରସ୍ ଏୟାର ଫ୍ଲୋ ଓ ଦୀର୍ଘ ସମୟର ନିରବଚ୍ଛିନ୍ନ ପରିଚାଳନା ପ୍ରଦାନ କରୁଛି । ଏକ ସ୍ପିନର୍ ନବ୍ ସହିତ ୟୁଥଫୁଲ୍ ସ୍ପୋର୍ଟି ଷ୍ଟିଅରିଂ ହ୍ୱିଲ୍ ବାଧାହୀନ ନିୟନ୍ତ୍ରଣ ପ୍ରଦାନ କରୁଛି ।
ଏସମ୍ପର୍କରେ ଟାଫେ ମୋଟର୍ସ ଓ ଟ୍ରାକ୍ଟର୍ସ ଲିମିଟେଡ୍ (ଟିଏମଟିଏଲ୍)ର ଡିଏମଡି ଡଃ ଲକ୍ଷ୍ମୀ ବେଣୁ କହିଛନ୍ତି, ‘ଭାରତର ଯୁବ ଓ ପ୍ରଗତିଶୀଳ କୃଷକମାନେ ଟେକ୍ନୋଲୋଜି ଓ ଆଗ୍ରି-ଟେକ୍ ସଲୁ୍ୟଶନ ଉରେ ଧ୍ୟାନ ଦେବା ସହିତ କୃଷି ପରିଚାଳନାରୁ ସର୍ବାଧିକ ରିଟର୍ଣ୍ଣ ଚାହୁଁଛନ୍ତି ଏବଂ ପ୍ରାଇମା ଜି୩ ଏକ ଇକୋସିଷ୍ଟମ ସୃଷ୍ଟି କରିବା କ୍ଷେତ୍ରରେ ଆଦର୍ଶ ସାଥୀ ହେବ ଯାହା କୃଷି କ୍ଷେତ୍ରରେ ବି୍ଳବ ଆଣିବ ।’
ଷ୍ଟେଟ୍-ଅଫ୍-ଦ-ଆର୍ଟ ଗ୍ରାହକ-କୈନ୍ଦ୍ରିକ ଟେକ୍ନୋଲୋଜି ସହ ନିର୍ମିତ ଏଇଚରପ୍ରାଇମା ଜି୩ ରେଞ୍ଜ୍ ହାଇ ଟର୍କ-ଫୁଏଲ୍ ସେଭର୍ (ଏଚ୍ଟି-ଏଫ୍ଏସ୍) ଲିକ୍ୱିଡ୍ କୁଲଡ ଇଞ୍ଜିନ୍ ସହ ଆସୁଛି ଯାହା ଅଧିକ ଉତପାଦକତା ଓ ଅଧିକ ଇନ୍ଧନ ସଂଚୟ ପାଇଁ ଉନ୍ନତ ଦକ୍ଷତା ପ୍ରଦାନ କରୁଛି । କମ୍ବିଟର୍କ ଟ୍ରାନ୍ସମିଶନ ସର୍ବାଧିକ ପାୱାର, ଟର୍କ ଓ ଉତପାଦକତା ପ୍ରଦାନ କରିବା ପାଇଁ ଇଞ୍ଜିନ୍ ଓ ଟ୍ରାକ୍ସଆକ୍ସେଲର ସଠିକ୍ ପେୟାରିଂ ଦେଉଛି । ନୂଆ ମଲ୍ଟିସ୍ପିଡ୍ ପିଟିଓ ୪ଟି ଭିନ୍ନ ଭିନ୍ନ ପିଟିଓ ମୋଡ୍ ଦେଉଛି , ଯାହା ଏଇଚର ପ୍ରାଇମା ଜି୩କୁ ଏକାଧିକ କୃଷି ଓ ବାଣିଜି୍ୟକ ପରିଚାଳନା ସହ ସୁସଙ୍ଗତ କରୁଛି ।
ଟାଫେର ସିଇଓ ସନ୍ଦୀପ ସିହ୍ନା କହିଛନ୍ତି, “ଆମେ ନୂଆପ୍ରାଇମା ଜି୩ ସିରିଜ୍ କୁ ଏକ ବିଶ୍ୱସ୍ତରୀୟ ଷ୍ଟାଇଲିଂ ଓ ଇଂଟରନ୍ୟାଶନାଲ ଟେକ୍ନୋଲୋଜି ସହିତ ଲଂଚ୍ କରି ଖୁସି ଅନୁଭବ କରୁଛୁ ଯାହା ଷ୍ଟାଇଲ୍, ଫିଟ୍ ଓ ଫିନିଶ୍ ରେ ପ୍ରିମିୟମ ଅଟୋମାଟିଭ୍ ଏକ୍ସିଲେନ୍ସ ଏବଂ ବର୍ଦ୍ଧିତ ନିର୍ମାଣ ଗୁଣବତା ପ୍ରଦାନ କରୁଛି । ଏଇଚର ପ୍ରାଇମା ଜି୩ ହେଉଛି ଏଇଚର୍ ର ହଲମାର୍କ ସ୍ଥାୟିତ୍ୱ ଓ ନିର୍ଭରୋଗ୍ୟତାର ଏକ ପ୍ରତିଫଳନ । ପ୍ରାଇମା ଜି୩ ଏକ ଆରାମଦାୟକ, ସୁରକ୍ଷିତ ଓ ଦୀର୍ଘ ସମୟର ଉତପାଦକୀୟ ବ୍ୟବହାର ପାଇଁ ଏର୍ଗୋନୋମିକ୍ ଅରେଟର୍ ଷ୍ଟେଶନ, ନୂଆ ଷ୍ଟିଅରିଂ କଂଟ୍ରୋଲ ସହ ସୁସଜ୍ଜିତ ରହିଛି । ଆମେ ସୁନିଶ୍ଚିତ କରିବୁ ଯେ, ଆମର ଗ୍ରାହକମାନେ ନୂଆ ଏଇଚର ପ୍ରାଇମା ଜି୩ ସିରିଜ୍ ପାଇଁ ସହଜ ପହଂଚ ରହିବ ।”
ନୂଆ ଏଇଚରପ୍ରାଇମା ଜି୩ ଅରେଟର ଆରାମକୁ ପୁନଃପରିଭାଷିତ କରୁଛି । ଏହା ଏର୍ଗୋନୋମିକାଲି ଡିଜାଇନ୍ଡ ଏଲିଭେଟେଡ୍ କମ୍ଫି ଲୁ୍ୟକ୍ସ ସିଟିଙ୍ଗ୍ ସହିତ, ଏହି ଟ୍ରାକ୍ଟର ଆତ୍ମବିଶ୍ୱାସୀ ପରିଚାଳନା ପାଇଁ ସ୍ପଷ୍ଟ ଅଲ୍-ରାଉଣ୍ଡ ଭୁ୍ୟ ପ୍ରଦାନ କରୁଥିବା ବେଳେ ଏହାର ପ୍ରଶସ୍ତ ପ୍ଲାଟଫର୍ମ ସର୍ବୋତମ ଶ୍ରେଣୀର ପରିଚାଳନା ପରିବେଶର ପ୍ରତିନିଧିତ୍ୱ କରୁଛି । ଆରାମ ସହିତ, ଏଇଚର ପ୍ରାଇମା ଜି୩ ଦିନ ହେଉ କିମ୍ବା ରାତି ସର୍ବାଧିକ ସୁରକ୍ଷା ପାଇଁ ଡିଜାଇନ୍ କରାଯାଇଛି । ଏହାର ଅନନ୍ୟ ‘ଲିଡ୍ ମି ହୋମ୍’ ଫିଚର ରାତିରେ ଏକ ଇଲୁମିନେଟେଡ୍ ମାର୍ଗ ପ୍ରଦାନ କରୁଛି ଯାହା ସୁରକ୍ଷା ଓ ସୁବିଧା ସୁନିଶ୍ଚିତ କରୁଛି ।
ଏଇଚର ଟ୍ରାକ୍ଟର୍ସ- ଭାରତୀୟ ଟ୍ରାକ୍ଟର ଶିଳ୍ପରେ ଏକ ଅଗ୍ରଗାମୀ ସଂସ୍ଥା,ପିଢି ପରେ ପିଡି ଭାରତୀୟ କୃଷୀ ସମୁଦାୟକୁ ସମର୍ଥନ କରିବା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ୬୦ ବର୍ଷରୁ ଅଧିକ ସମୟ ହେବ ପରିବ୍ୟାପ୍ତ ଏକ ବିରାସତ ସହିତ, ଏହା ସବୁଜ ବି୍ଳବ କ୍ଷେତ୍ରରେ ଏକ ମହତ୍ୱୂର୍ଣ୍ଣ ଭୂମିକା ନିଭାଇଛି ଏବଂ ଅତୁଳନୀୟ ବିଶ୍ୱାସର ଏକ ମଜଭୁତ ବନ୍ଧନକୁ ଉଭୋଗ କରିଛି, ଏହି ଲଂଚ୍ ସହିତ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ଉମିଦ୍ ସେ ଜ୍ୟାଦା’ର ପ୍ରତିଶ୍ରୁତି ଦେଉଛି । ଓଡ଼ିଶା ସମାଚାର