ଭୁବନେଶ୍ୱର , ୦୯/୦୫/୨୦୨୨( ଓଡ଼ିଶା ସମାଚାର )- ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ଓ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେପି ରୁ ପ୍ରାଥିୀ ହେବେ ରାଧାରାଣୀ ପଣ୍ଡା ଓ ବିଜେଡ଼ି ରୁ ପ୍ରାର୍ଥିୀ ହେବେ ସ୍ୱର୍ଗତ କିଶୋର ମହାନ୍ତି ଙ୍କ ପତ୍ନୀ ଅଳକା ମହାନ୍ତି ।

ସୂଚନା ଥାଉକି, ଆସନ୍ତା ର୍ମେ ୩୧ ରେ ଅନୁଷ୍ଠିତ ହେବ ବ୍ରଜରାଜନଗର ଉପନିର୍ବାଚନ । ଗତ ଡିସେମ୍ବର ୩୦ ତାରିଖ ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ପରେ ଖାଲି ପଡିଥିଲା ଏହି ଆସନ । ଓଡ଼ିଶା ସମାଚାର